ମାରେ ଶତ୍ରୁମାନେ କହିଲେ, ତାଙ୍କୁ ଅନୁଧାବନ କର ଏବଂ ଧରିଆଣ। ପରମେଶ୍ବର ତାଙ୍କୁ କରିତ୍ଯାଗ କରିଛନ୍ତି। ତଣେୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।
Cross references
ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ ବର୍ତ୍ତମାନ ଦାଉଦ କିଯୀଲା ରେ ଅଛନ୍ତି। ଶାଉଲ କହିଲେ, ପରମେଶ୍ବର ମାେ ହସ୍ତ ରେ ତାକକ୍ସ୍ଟ ରକ୍ଷା କରିଅଛନ୍ତି। ସେ ଦ୍ବାର ଓ ଅର୍ଗଳ ବିଶିଷ୍ଟ ନଗର ରେ ପ୍ରବେଶ କରିବା ହତେକ୍ସ୍ଟରକ୍ସ୍ଟ ସେ ମଧ୍ଯ ନିଜେ ନିଜେ ଧରା ଦଇେଛନ୍ତି।
ମାରେ ପୂର୍ବପୁରୁଷଗଣ ଓ ମୁଁ ଅନ୍ଯାନ୍ଯ ଦେଶର ସମସ୍ତ ଲୋକଙ୍କ ପ୍ରତି କ'ଣ କରିଅଛି, ତାହା ତୁମ୍ଭମାନେେ ଅବଶ୍ଯ ଜାଣ। ଅନ୍ୟ ଦେଶର ଦବେତାମାନେ ସମାନଙ୍କେର ନିଜ ଲୋକମାନଙ୍କୁ ରକ୍ଷା କରିପାରିଲେ ନାହିଁ। ସହେି ଦବେତାମାନେ ମାେତେ ସମାନଙ୍କେର ଲୋକମାନଙ୍କୁ ବିନଷ୍ଟ କରିବାରୁ ରକ୍ଷା କରିପାରିଲେ ନାହିଁ।
ବହୁତ ଲୋକ ମାେ ବିରୁଦ୍ଧରେ କଥା ହେଉଛନ୍ତି। ସହେି ଲୋକମାନେ କହୁଛନ୍ତି, ପରମେଶ୍ବର ତାକୁ ରକ୍ଷା କରିପାରିବେ ନାହିଁ।
ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ।
ମୁଁ ୟୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହଲିେଣି ଓ ମୁଁ କବେେ ଦେଖିନାହିଁ ପରମେଶ୍ବର ଧାର୍ମିକ ଲୋକଙ୍କୁ ପରିତ୍ଯାଗ କରନ୍ତି। ମୁଁ କବେେ ଦେଖି ନାହିଁ ୟେ, ଧାର୍ମିକ ବ୍ଯକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।
ସଦାପ୍ରଭୁ ନ୍ଯାଯକୁ ଭଲ ପାଆନ୍ତି ଓ ତାଙ୍କର ବିଶ୍ବସ୍ତ ଅନୁସରଣକାରୀମାନଙ୍କୁ ପରିତ୍ଯାଗ କରନ୍ତି ନାହିଁ, ତଣେୁ ସମାନେେ ଚିରଦିନ ସୁରକ୍ଷିତ। କିନ୍ତୁ ଦୁଷ୍ଟ ଲୋକମାନେ ଧ୍ବଂସ ହବେେ।
ମାରେ ଶତ୍ରୁମାନେ ଫୁସ୍ ଫୁସ୍ କରି ମାେ ବିଷଯରେ କଥା ହୁଅନ୍ତି। ସମାନେେ ମାେ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
ମାରେ ଶତ୍ରୁମାନେ ନିରନ୍ତର ମାେତେ ଅପମାନିତ କରନ୍ତି ଓ ଏକ ଶକ୍ତ ଚାପୁଡ଼ା ଦିଅନ୍ତି, ଯେତବେେଳେ ସମାନେେ ମାେତେ ପଚାରନ୍ତି, ତୁମ୍ଭର ପରମେଶ୍ବର କେଉଁଠାରେ ଅଛନ୍ତି ? ସେ କ'ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?
ହେ ଲୋକମାନେ ତୁମ୍ଭେ ପରମେଶ୍ବରଙ୍କୁ ଭୁଲି ୟାଇଛ। ତଣେୁ ତୁମ୍ଭମାନେେ ଭଲଭାବେ ବୁଝିବା ଉଚିତ୍ ୟେ ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦବେି। ୟଦି ତାହା ଘଟେ ତବେେ ତୁମ୍ଭକୁ କୌଣସି ବ୍ଯକ୍ତି ଉଦ୍ଧାର କରିପାରିବେ ନାହିଁ।
ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।
ସମାନେେ କହୁଥିଲେ, ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ। ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁନାହାନ୍ତି। ଲୋକେ କହନ୍ତୁ ଯେ ସେ ଇଶ୍ରାୟେଲର ରାଜା। ଏକଥା ଯଦି ସତ, ତବେେ ସେ ବର୍ତ୍ତମାନ କୃଶ ଉପରୁ ତଳକୁ ଓହ୍ଲଇେ ଆସନ୍ତୁ। ତବେେ ଅମ୍ଭେ ତାହାଙ୍କୁ ବିଶ୍ବାସ କରିବୁ।
ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଏଲି, ଏଲି, ଲାମା ସବକ୍ଥାନୀ? ଅର୍ଥାତ୍ ହେ ମାରେ ପରମେଶ୍ବର, ହେ ମାରେ ପରମେଶ୍ବର, ତୁମ୍ଭେ ମାେତେ କାହିଁକି ପରିତ୍ଯାଗ କଲ?
କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।