Home Bibles ଗୀତସଂହିତା 68:26 · ଓଡ଼ିଆ ବାଇବେଲ
ଗୀତସଂହିତା 68:26 · ଓଡ଼ିଆ ବାଇବେଲ

ପରମେଶ୍ବରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର। ଇଶ୍ରାୟେଲ ଲୋକାମନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ଗୁଣ ଗାଅ।

Cross references

ଯାତ୍ରା ପୁସ୍ତକ 15:20

ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।

ଦିତୀୟ ବିବରଣ 33:28

ତେଣୁ ଇଶ୍ରାୟେଲୀୟମାନେ ନିରାପଦ ରେ ବାସ କରିପାରିବେ। ୟାକକ୍ସ୍ଟବର ନିର୍ଝର ଏକାକୀ ଶସ୍ଯ ଓ ଦ୍ରାକ୍ଷାରସ ମଯ ଦେଶ ରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ।

ପ୍ରଥମ ବଂଶାବଳୀ 16:7

ଏହି ସମୟରେ ଦାଉଦ ପ୍ରଥମ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାଯିତ୍ବ ଅର୍ପଣ କଲେ।

ଗୀତସଂହିତା 26:12

ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସହେି ସଭାକକ୍ଷର ଲୋକମାନଙ୍କ ସହିତ ସ୍ବର ମିଳାଇ ତୁମ୍ଭର ପ୍ରଶଂସା କରିବି।

ଗୀତସଂହିତା 87:7

ସହେି ପର୍ବରେ ନର୍ତ୍ତକ ଓ ଗାଯକ କହିବେ। ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ଯରୁ ଆସେ।

ଗୀତସଂହିତା 107:32

ଲୋକମାନଙ୍କ ମହାସଭାରେ ପରମେଶ୍ବରଙ୍କର ପ୍ରଶଂସା କରିବା ଉଚିତ୍ ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।

ଗୀତସଂହିତା 111:1

ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ଯବାଦ ଦବେି।

ଗୀତସଂହିତା 135:19

ହେ ଇଶ୍ରାୟେଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।

ହିତୋପଦେଶ 5:16

ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିୟିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ।

ଯିଶାଇୟ 48:1

ସଦାପ୍ରଭୁ କୁହନ୍ତି, ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇଶ୍ରାୟେଲ ପରି ଖ୍ଯାତ, ଦୟାକରି ମାେ କଥା ଶୁଣ। ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କରୁଅଛ ଓ ଇଶ୍ରାୟେଲ ପରମେଶ୍ବରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭମାନେେ ଏହି କାର୍ୟ୍ଯ ସତ୍ଯ ଓ ଧାର୍ମିକତା ରେ କରୁ ନାହିଁ।'

Interlinear

Choose Theme