ମୁଁ ତୁମ୍ଭଠାରେ ଲାଗିରହେ। ତୁମ୍ଭର ଡ଼ାହାଣ ହସ୍ତ ମାେତେ ସମର୍ଥନ କରେ।
Cross references
ଆଉ ସହେି ଲୋକଟି ଯାକୁବକୁ କହିଲା, ମାେତେ ୟିବାକୁ ଦିଅ କାରଣ ପ୍ରଭାତ ହାଇଗେଲା।
ଯେଉଁ ପ୍ରେତ୍ୟକକ କାର୍ୟ୍ଯ ସେ ଆରମ୍ଭ କଲେ, ଯଥା :- ପରମେଶ୍ବରଙ୍କ ମନ୍ଦିରର ସବୋକାର୍ୟ୍ଯ ଓ ବ୍ଯବସ୍ଥା ନିଯମ ଓ ଆଦେଶର ବାଧ୍ଯ ହବୋ ଏବଂ ତାଙ୍କର ପରମେଶ୍ବରଙ୍କର ଅନୁଗମନ କରିବା ରେ ସେ ସଫଳ ହେଲେ। ହିଜକିଯ ଏହି ସମସ୍ତ ବିଷଯ ତାଙ୍କର ହୃଦଯର ସହିତ କଲେ।
ହେ ପରମେଶ୍ବର, ମାେତେ ତୁମ୍ଭେ ରକ୍ଷା କରିଛ ଓ ଜଯଲାଭ କରିବାକୁ ସାହାୟ୍ଯ କରିଛ। ତୁମ୍ଭେ ମାେତେ ତୁମ୍ଭର ଦକ୍ଷିଣ ବାହୁ ଦ୍ବାରା ସାହାୟ୍ଯ କରିଛ। ତୁମ୍ଭେ ମାେତେ ମାରେ ଶତ୍ରୁକୁ ପରାଜିତ କରିବାରେ ସାହାୟ୍ଯ କରିଛ।
ସମାନେେ ଝୁଣ୍ଟି ପଡ଼ିବେ ନାହିଁ କାରଣ ସଦାପ୍ରଭୁ ସମାନଙ୍କେୁ ସମର୍ଥନ କରନ୍ତି।
ମୁଁ ନିରପରାଧ ଥିଲି। ତୁମ୍ଭେ ମାେତେ ସାହାୟ୍ଯ କରିଲ। ତୁମ୍ଭେ ମାେତେ ଛିଡ଼ା ହବୋକୁ ସୁଯୋଗ ଦଇେ ତୁମ୍ଭର ଚିରଦିନ ସବୋ କରିବାକୁ ସୁଯୋଗ ଦଲେ।
ମୁଁ ସର୍ବଦା ତୁମ୍ଭ ପାଖରେ ଅଛି। ହେ ପରମେଶ୍ବର, ତୁମ୍ଭେ ମାରେ ଦକ୍ଷିଣ ହସ୍ତ ଧରି ସାହାରା ଦଇେଅଛ।
ହେ ପରମେଶ୍ବର, ସ୍ବର୍ଗରେ ତୁମ୍ଭ ବିନା ମାରେ ଆଉ କହେି ନାହିଁ କାରଣ ତୁମ୍ଭେ ମାେ ପାଖରେ ଅଛ। ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରମେ, ମାେତେ ସକ୍ଷମ ହେଲା।
ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭର ସାହାୟ୍ଯ ଅପେକ୍ଷାରେ ଅଛି, ୟପରେି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।
ତାହାଙ୍କ ବାମହସ୍ତ ମାେ ମସ୍ତକ ତଳେ ଅଛି। ତାହାଙ୍କ ଦକ୍ଷିଣ ହସ୍ତ ମାେତେ ଆଲିଙ୍ଗନ କରେ।
ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି। ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ଗଳିଗଳି ଛକଛକ ଖାଜେିବି। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ।
ରାତ୍ରି କାଳ ରେ ମାରେ ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତ ରେ ତୁମ୍ଭକୁ ଅନ୍ବଷେଣ କରିବ। ଯେତବେେଳେ ତୁମ୍ଭର ଶାସନ ସକଳ ଓ ନ୍ଯାଯ ପ୍ରତିଷ୍ଠିତ ହବେ, ଜଗତବାସୀ ଧର୍ମ ଶିକ୍ଷା କରିବେ।
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।
ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।
ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ୟ୍ଯନ୍ତ ସ୍ବର୍ଗ ରାଜ୍ଯ ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରଯୋଗ କରି ଅଧିକାର କରି ନବୋପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି।
ଯୀଶୁ କହିଲେ, ତୁମ୍ଭମାନେ ଅଣ ଓସାରିଆ ଦ୍ବାର ଦଇେ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନକେ ଲୋକ ସଠାେରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସମାନେେ ପ୍ରବେଶ କରିବାକୁ ସମର୍ଥ ହବେେ ନାହିଁ।
କିନ୍ତୁ ଏହି ସ୍ତ୍ରୀଲୋକଟି ମାେତେ ସବୁବେଳେ ବ୍ଯସ୍ତ କରି ପକାଉଛି। ମୁଁ ତାକୁ ନ୍ଯାୟ ଅଧିକାର ଦଇେ ଦେଲେ ସେ ମାେ ପିଛା ଛାଡିଦବେ। ନଚତେ ସେ ମାେତେ ହଇକାଣ କରୁଥିବ।'
ମାେ ପ୍ରିୟ ମିତ୍ରଗଣ! ତୁମ୍ଭମାନେେ ସର୍ବଦା ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ଥିଲା ବେଳେ ତୁମ୍ଭମାନେେ ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ନ ଥିଲା ବେଳେ ମଧ୍ଯ ତୁମ୍ଭେ ତାହାଙ୍କ ବାଧ୍ଯ ହବୋ ଅଧିକ ଗୁରୁତ୍ତ୍ବପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହବୋ ଆବଶ୍ଯକ ଯେ ମାେ ସାହାୟ୍ଯ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ବରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।
ଖ୍ରୀଷ୍ଟ ମାେତେ ଦଇେଥିବା ମହାନ୍ ଶକ୍ତି ବଳ ରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମାେ ଜୀବନ ରେ କାମ କରୁଛି।