Home Bibles ଲୂକଲିଖିତ ସୁସମାଚାର 18:5 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 18:5 · ଓଡ଼ିଆ ବାଇବେଲ

କିନ୍ତୁ ଏହି ସ୍ତ୍ରୀଲୋକଟି ମାେତେ ସବୁବେଳେ ବ୍ଯସ୍ତ କରି ପକାଉଛି। ମୁଁ ତାକୁ ନ୍ଯାୟ ଅଧିକାର ଦଇେ ଦେଲେ ସେ ମାେ ପିଛା ଛାଡିଦବେ। ନଚତେ ସେ ମାେତେ ହଇକାଣ କରୁଥିବ।'

Cross references

ବିଚାରକର୍ତାମାନଙ୍କ ବିବରଣ 16:16

ଦିନପରେ ଦିନ ସେ ଶାମ୍ଶାେନ୍ଙ୍କକ୍ସ୍ଟ ଏତି ତିରସ୍କାର କଲା ଓ ଗ୍ଭପ ପକାଇଲା ଯେ, ସେ ଏତେ ବିତୃଷ୍ନା ହାଇଗେଲେ ଯେ, ନିଜେ ମରିଗଲେ ବୋଲି ସେ ଅନକ୍ସ୍ଟଭବ କଲେ।

ଦିତୀୟ ଶାମୁୟେଲ 13:24

ପକ୍ସ୍ଟଣି ଅବଶା ଲୋମ ରାଜାଙ୍କ ନିକଟକକ୍ସ୍ଟ ଆସିଲା ଓ କହିଲା, ଦେଖନ୍ତକ୍ସ୍ଟ ମାରେ ମଷଗେକ୍ସ୍ଟଡିକର ଲୋମ ଛଦନେ ହାଇେଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗ ରେ ଆସନ୍ତକ୍ସ୍ଟ।

ନିହିମିୟା 6:4

ସମାନେେ ସହେି ସମବାର୍ତ୍ତା ମାେ ପାଖକୁ ଗ୍ଭରିଥର ପଠାଇଲେ। ମୁଁ ସମାନଙ୍କେୁ ସହେି ପ୍ରକାର ଉତ୍ତର ଦଲେି।

ମାଥିଉଲିଖିତ ସୁସମାଚାର 15:23

ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।

ମାର୍କଲିଖିତ ସୁସମାଚାର 10:47

ସେ ଶୁଣିଲା ଯେ ନାଜରିତୀୟ ଯୀଶୁ ସହେି ବାଟ ଦଇେ ଯାଉଛନ୍ତି। ସେ ଚିତ୍କାର କରି କହିଲା, ହେ ଦାଉଦଙ୍କ ପୁତ୍ର ଯୀଶୁ : ମାେ ଉପରେ କୃପା କର।

ଲୂକଲିଖିତ ସୁସମାଚାର 11:8

ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶୟେ ଛାଡି ଉଠିବା, ଓ ତୁମ୍ଭକୁ ରେୋଟୀ ଦବୋ ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ବ ୟଥେଷ୍ଟ ହାଇେ ପାରି ନଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଚାଲିଥାଅ, ତବେେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦବେ।

ଲୂକଲିଖିତ ସୁସମାଚାର 18:39

ଆଗ ରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସମାନେେ ଅନ୍ଧକୁ ଚୁପ୍ ରହିବାକୁ କହିଲେ। କିନ୍ତୁ ସେ ଆହୁରି ଜାରେ ରେ ପାଟିକରି କହିଲା, ହେ ଦାଉଦଙ୍କ ପୁତ୍ର, ଦୟାକରି ମାେତେ ସାହାୟ୍ଯ କରନ୍ତୁ।

Interlinear

Choose Theme