Home Bibles ☰ Books ଗୀତସଂହିତା 61:4 · ଓଡ଼ିଆ ବାଇବେଲ
ଗୀତସଂହିତା 61:4 · ଓଡ଼ିଆ ବାଇବେଲ

ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଚା ହେଁ। ମୁଁ ତୁମ୍ଭ ପକ୍ଷର ଛାଯାରେ ଆଶ୍ରଯ ନବେି।

Cross references

ରୂତର ବିବରଣ 2:12

ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପକ୍ସ୍ଟରସ୍କାର ଦବେେ। ତୁମ୍ଭକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପୂର୍ଣ ମାତ୍ରା ରେ ପକ୍ସ୍ଟରସ୍କୃତ କରନ୍ତକ୍ସ୍ଟ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକକ୍ସ୍ଟ ଫରେିଆସିଲ ଏବଂ ସେ ତକ୍ସ୍ଟମ୍ଭଙ୍କକ୍ସ୍ଟ ରକ୍ଷା କରିବେ।

ଗୀତସଂହିତା 15:1

ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ ? କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ ?

ଗୀତସଂହିତା 17:8

ମାେତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର, ଓ ତୁମ୍ଭର ବାହୁଛାଯା ତଳେ ଲୁଚାଇ ରଖ।

ଗୀତସଂହିତା 23:6

ନିଶ୍ଚଯ ଧାର୍ମିକତା, ମଙ୍ଗଳ ଓ ଦୟା ମାରେ ଅବଶିଷ୍ଟ ଜୀବନର ପଶ୍ଚାତ୍ଗାମୀ ହବେ। ମୁଁ ଶଷେରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।

ଗୀତସଂହିତା 27:4

ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।

ଗୀତସଂହିତା 57:1

ହେ ପରମେଶ୍ବର, ମାେ ଉପରେ ଦୟାକର। ମାେ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିୟିବା ପର୍ୟ୍ଯନ୍ତ ମୁଁ ତୁମ୍ଭ ପକ୍ଷର ଛାଯାରେ ଶରଣ ନବୋକୁ ଆସିଛି।

ଗୀତସଂହିତା 61:7

ସେ ପରମେଶ୍ବରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ। ଆପଣାର ସତ୍ଯତା ଓ ସ୍ନହପେୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।

ଗୀତସଂହିତା 62:7

ମାରେ ଗୌରବ ଓ ବିଜଯ ପରମେଶ୍ବରଙ୍କଠାରୁ ଆସେ। ସେ ମାରେ ଦୃଢ଼ ଦୁର୍ଗ। ପରମେଶ୍ବର ହିଁ ମାରେ ନିରାପଦ ସ୍ଥାନ।

ଗୀତସଂହିତା 63:7

ପ୍ରକୃତରେ ତୁମ୍ଭେ ମାେତେ ସାହାୟ୍ଯ କଲ। ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରଯ ନଇେ ଆନନ୍ଦରେ ଗାନ କରିବି।

ଗୀତସଂହିତା 90:1

ହେ ପ୍ରଭୁ, ତୁମ୍ଭ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହାଇେଅଛ।

ଗୀତସଂହିତା 91:1

ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।

ଗୀତସଂହିତା 91:4

ତୁମ୍ଭେ ପରମେଶ୍ବରଙ୍କ ନିକୟକୁ ସୁରକ୍ଷା ନିମନ୍ତେ ୟାଇପାରିବ। ପକ୍ଷୀ ତା'ର ଛୁଆମାନଙ୍କ ଉପରେ ଡ଼ଣୋ ମଲୋଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ରକ୍ଷାକାରୀ ଢ଼ାଲ ଓ ପ୍ରାଚୀର ଦୁର୍ଗ ସ୍ବରୂପ ହବେେ।

ଗୀତସଂହିତା 92:13

ସମାନେେ ପରମେଶ୍ବରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡ଼ାଳଗଛ ସ୍ବରୂପ।

Interlinear

Choose Theme