ମୁଁ ଯେତବେେଳେ ଭୟଭୀତ ହୁଏ, ପୃଥିବୀର ଶଷେ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ। ତୁମ୍ଭେ ମାେତେ ଉଚ୍ଚସ୍ଥାନରେ ଥିବା ନିରାପଦ ସ୍ଥାନକୁ ନଇୟୋଅ।
Cross references
କିନ୍ତୁ ସହେି ସ୍ଥାନ ରେ ଯବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଅନ୍ବଷେଣ କରିବ। ତବେେ ତୁମ୍ଭମାନେେ ଯଦି ହୃଦଯତାର ସହାକା ରେ ତାଙ୍କୁ ଅନ୍ବଷେଣ କର ତବେେ ତୁମ୍ଭେ ତାଙ୍କୁ ପାଇପାରିବ।
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।
ହେ ସଦାପ୍ରଭୁ, ତୁମ୍ଭେ ମାରେ ଶୈଳ, ମାେ' ନିରାପତ୍ତାରେ ଆଶ୍ରଯସ୍ଥଳ। ମାରେ ପରମେଶ୍ବର ମାେ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ୟାଏ। ପରମେଶ୍ବର ମାରେ ଢ଼ାଲ ସଦୃଶ। ତାଙ୍କର ଶକ୍ତି ମାରେ ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଲୁଚିବା ସ୍ଥାନର ଆଶ୍ରଯସ୍ଥଳ।
ସଦାପ୍ରଭୁ ଜୀବନ୍ତ ଅଟନ୍ତି। ମୁଁ ସହେି ଶୈଳକୁ ପ୍ରଶଂସା କରେ। ପରମେଶ୍ବର ମାେତେ ରକ୍ଷା କରନ୍ତି। ସେ ମହାନ୍ ଅଟନ୍ତି।
ସଦାପ୍ରଭୁ ମାେତେ ନିଶ୍ଚଯ ବିପଦରୁ ରକ୍ଷା କରିବେ। ସେ ମାେତେ ତାଙ୍କ ମନ୍ଦିରରେ ଲୁଚାଇ ରଖିବେ। ସେ ମାେତେ ନଇେ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ସଦାପ୍ରଭୁ ମାେତେ ମୃତ୍ଯୁ ଗୁମ୍ଫାରୁ ଉଠାଇଲେ। ସେ ମାେତେ ସହେି ମାଟିର କବର ମଧ୍ଯରୁ ଉଠାଇ ଆଣିଲେ। ସେ ମାେତେ ଟକେି ଧରିଲେ। ମାେତେ, ମାରେ ପାଦ ତଳକୁ ଖସିୟିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।
ହେ ମାରେ ପରମେଶ୍ବର, ମାରେ ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି େଛାଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି। ଯେଉଁଠାରେ ହର୍ମୋଣ ପର୍ବତ ଓ ୟର୍ଦ୍ଦନ ନଦୀ ପରସ୍ପରକୁ ଭଟେନ୍ତି।
ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
ମାେତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମାେତେ ଆଚ୍ଛନ୍ନ କରିଅଛି।
ହଁ, ପରମେଶ୍ବର ମାରେ ଶୈଳ ୟିଏ ମାେତେ ନିରାପଦ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।
ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।
ମୁଁ ପରମେଶ୍ବରଙ୍କୁ ସ୍ମରଣ କରି, ମୁଁ ତାଙ୍କୁ ମାରେ ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ।
ସଦାପ୍ରଭୁ ମୁଁ ୟଦି ପୂର୍ବକୁ ୟାଏଁ ଯେଉଁଠାରେ ସୂର୍ୟ୍ଯ ଉଦଯ ହେଉଅଛି। ୟଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ୟାଏ,
ଆଶା ଛାଡ଼ିଦବୋ ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମାରେ ଶତ୍ରୁଗଣ ମାେ ପାଇଁ ଫାନ୍ଦ ବସାଇଅଛନ୍ତି।