Home Bibles ☰ Books ଗୀତସଂହିତା 55:8 · ଓଡ଼ିଆ ବାଇବେଲ
ଗୀତସଂହିତା 55:8 · ଓଡ଼ିଆ ବାଇବେଲ

ମୁଁ ପ୍ରବଳ ବାଯୁ ଓ ତାଫୋନ ମଧ୍ଯରୁ ତରବର ହାଇେ ଏକ ନିରାପଦ ସ୍ଥାନ ଖାଜୋଣ କରେ।

Cross references

ଗୀତସଂହିତା 18:4

ମାରେ ଶତ୍ରୁମାନେ ଯେତବେେଳେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଥିଲେ ମୃତ୍ଯୁର ରଶି ମାେତେ ସେତବେେଳେ ବାନ୍ଧିବାକୁ ଯାଉଥଲା ମାରେ ଚାରିଆଡ଼ୁ। ମୁଁ ବନ୍ଯାରେ କବଳିତ ହାଇେ ମୃତ୍ଯୁ ଆଡ଼କୁ ଭାସି ଚାଲିଥିଲି,

ଯିଶାଇୟ 4:6

ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହବେ। ଏହା ଦିବସ ରେ ସୂର୍ୟ୍ଯ ତାପରୁ ସୁରକ୍ଷା ଦବେ ଓ ସମସ୍ତ ବନ୍ଯା, ଝଡ଼ ଓ ବର୍ଷାରୁ ଏହି ଛାଯା ରକ୍ଷା କରିବ।

ଯିଶାଇୟ 17:12

ଅନକେ ଗୋଷ୍ଠୀର କୋଳାହଳ ଶୁଣ। ସମାନେେ ସମୁଦ୍ରର ଗର୍ଜନ ତୁଲ୍ଯ ଘାରେ ନାଦ କରୁଛନ୍ତି। ବହୁ ଦେଶର ଲୋକେ ମାଡ଼ି ଆସୁଛନ୍ତି। ସମାନେେ ଯେପରି ପ୍ରବଳ ବନ୍ଯା ଜଳ ସଦୃଶ ମାଡ଼ି ଆସୁଛନ୍ତି।

ମାଥିଉଲିଖିତ ସୁସମାଚାର 7:25

ବର୍ଷା ହେଲା, ବଢି ମାଡି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତାର ମୂଳଦୁଆ ପଥର ଉପରେ ରହିଥଲା।

Interlinear

Choose Theme