Home Bibles ଗୀତସଂହିତା 35:21 · ଓଡ଼ିଆ ବାଇବେଲ
ଗୀତସଂହିତା 35:21 · ଓଡ଼ିଆ ବାଇବେଲ

ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି। ସମାନେେ ମିଛରେ କହନ୍ତି, ଆମ୍ଭେ ଜାଣୁ ତୁମ୍ଭେ କ'ଣ କରୁଛ।

Cross references

ଆୟୁବ ପୁସ୍ତକ 30:11

ପରମେଶ୍ବର ମାେ ଧନୁରୁ ବାଣ କାଢ଼ି ନଇେଛନ୍ତି ଏବଂ ମାେତେ ଦୁର୍ବଳ କରି ଦଇେଛନ୍ତି। ସହେି ୟୁବକମାନେ ସମସ୍ତ ପ୍ରକାର ଆକ୍ଷପେ କରନ୍ତି, ଯେତବେେଳେ ମାେତେ ଦେଖନ୍ତି।

ଗୀତସଂହିତା 22:13

ସମାନେେ ମୁଖ ମଲୋଇ ରହିଛନ୍ତି ସତେ ୟମେିତି ଏକ ସିଂହ ତା'ର ଶିକାର ପଶୁକୁ ଆଗରେ ଦେଖି ଗର୍ଜ୍ଜନ କରେ।

ଗୀତସଂହିତା 22:14

ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।

ଗୀତସଂହିତା 40:15

ସହେି ଦୁଷ୍ଟ ଲୋକମନେ ମାେତେ ପରିହାସ କରିଛନ୍ତି। ସମାନେେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।

ଗୀତସଂହିତା 40:16

କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସମାନେେ ଖୁସି ଓ ଆନନ୍ଦିତ ହୁଅନ୍ତି। ସମାନଙ୍କେର ତୁମ୍ଭରି ସବୋରେ ହିଁ ଆନନ୍ଦ। ତଣେୁ ସମାନେେ ସର୍ବଦା ତୁମ୍ଭକୁ କୁହନ୍ତି, ସଦାପ୍ରଭୁ ମହାନ୍।

ଗୀତସଂହିତା 54:7

ତୁମ୍ଭେ ମାେତେ ମାରେ ସବୁ ବିପଦରୁ ରକ୍ଷା କଲ। ମାେ ଶତ୍ରୁଗଣ ପରାଜିତ ହବୋର ମୁଁ ଦେଖିଛି।

ଗୀତସଂହିତା 70:3

ଲୋକମାନେ ମାେତେ ପରିହାସ କରନ୍ତି। ସମାନେେ ସମାନଙ୍କେର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।

ଯିଶାଇୟ 9:12

ତା'ପ ରେ ସଦାପ୍ରଭୁ ଅରାମୀଯମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସହେି ଶତ୍ରୁଗଣ ଏକତ୍ରୀତ ଇଶ୍ରାୟେଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇଶ୍ରାୟେଲ ଉପ ରେ କୋରଧିତ ହବେେ ଓ ତା'ର ଲୋକମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ରହିବେ।

ଯିରିମିୟଙ୍କ ବିଳାପ 2:16

ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସମାନେେ ଗ୍ରୀସ୍ ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, ଆମ୍ଭମାନେେ ତାକୁ ଗ୍ରାସ କରିଅଛୁଁ, ଆମ୍ଭମାନେେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭମାନେେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।

ଯିହିଜିକଲ 25:3

ଏବଂ ଅମ୍ ନୋନ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ସଦାପ୍ରଭୁ, ମାରେ ପ୍ରଭୁଙ୍କର ବାକ୍ଯ ଶୁଣ, ସେ ଏହି କଥା କହନ୍ତି, ଆମ୍ଭ ଧର୍ମଧାମ ଅପବିତ୍ର ହେଲା ବେଳେ, ଆଉ ଇଶ୍ରାୟେଲ ଦେଶ ଧ୍ବଂସିତ ହେଲା ବେଳେ ଓ ୟିହୁଦୀଯ ଲୋକମାନେ ନିର୍ବାସିତ ହେଲେ।

ଲୂକଲିଖିତ ସୁସମାଚାର 11:53

ଯୀଶୁ ସେ ସ୍ଥାନ ଛାଡି ଚାଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନକେ କଷ୍ଟ ଦବୋ ଆରମ୍ଭ କରି ଦେଲେ। ସମାନେେ ଯୀଶୁଙ୍କୁ ଅନକେ ବିଷୟ ରେ ପ୍ରଶ୍ନମାନ ପଚାରି ତାହାଙ୍କଠାରୁ ଉତ୍ତର ଚାହୁଁଥିଲେ।

Interlinear

Choose Theme