Home Bibles ଗୀତସଂହିତା 32:8 · ଓଡ଼ିଆ ବାଇବେଲ
ଗୀତସଂହିତା 32:8 · ଓଡ଼ିଆ ବାଇବେଲ

ସଦାପ୍ରଭୁ କୁହନ୍ତି, ମୁଁ ତୁମ୍ଭକୁ ଶିକ୍ଷା ଦବେି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ଯ ବତାଇ ଦବେି। ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ବାବଧାରକ ହବେି।

Cross references

ଆଦି ପୁସ୍ତକ 24:48

ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ଯବାଦ କଲି। ସେ ମାରେ କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃ ପୁତ୍ରଙ୍କ କନ୍ଯା ଗ୍ରହଣ କରିବାକୁ ମାେତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମାରେ କର୍ତ୍ତା ଆବ୍ରହାମର ସହେି ସଦାପ୍ରଭୁ ପରମେଶ୍ବଙ୍କର ଧନ୍ଯବାଦ କଲି।

ଗଣନା ପୁସ୍ତକ 9:22

ଯଦି ସହେି ମେଘ ପବିତ୍ର ତମ୍ବୁ ଉପରେ ଦୁଇଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ୟାତ୍ରା ବନ୍ଦ କରି ଛାଉଣୀ ରେ ରହିଲେ, ପୁଣି ମେଘ ଯେତବେେଳେ ଗତି କରୁଥିଲା, ସମାନେେ ୟାତ୍ରା କଲେ।

ଦିତୀୟ ଶାମୁୟେଲ 22:33

ପରମେଶ୍ବର ମାରେ ଦୃଢ ଦୂର୍ଗ। ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବା ରେ ସାହାୟ୍ଯ କରନ୍ତି।

ପ୍ରଥମ ରାଜାବଳୀ 8:36

ତେଣୁ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସବେକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବା ରେ ଶିକ୍ଷା ଦିଅ ଓ ତା'ପରେ ତୁମ୍ଭ ଦେଶ ରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦଇେଥିଲେ।

ଗୀତସଂହିତା 25:8

ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।

ଗୀତସଂହିତା 25:12

ୟଦି ଜଣେ ବ୍ଯକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା'ପରେ ପରମେଶ୍ବର ତାକୁ ବଞ୍ଚିବା ପାଇଁ ଜୀବନପଥ ଦଖାେନ୍ତି।

ଗୀତସଂହିତା 33:18

ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ବର ସମାନଙ୍କେର ଯତ୍ନ ନିଅନ୍ତି ଓ ସମାନଙ୍କେ ଉପରେ ଦୃଷ୍ଟି ରଖନ୍ତି। ଯେଉଁମାନେ ତାଙ୍କର ଉପାସନା କରନ୍ତି, ସହେିମାନେ ତାଙ୍କର ସ୍ବର୍ଗୀଯ କରୁଣାରେ ରକ୍ଷା ପାଆନ୍ତି।

ଗୀତସଂହିତା 34:11

ହେ ପିଲାମାନେ, ଆସ ମାେ କଥା ଶୁଣ। ଓ ମୁଁ ତୁମ୍ଭକୁ କିପରି ସଦାପ୍ରଭୁଙ୍କୁ ସମ୍ମାନ କରାୟାଏ ଶିକ୍ଷା ଦବେି।

ଗୀତସଂହିତା 143:8

ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ପ୍ରଭାତରେ ଦଖାେଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ୟିବା ଉଚିତ୍ ମାେତେ ସହେି ପଥ ଦଖାେଅ। କାରଣ ମୁଁ ମାରେ ପ୍ରାଣ ତୁମ୍ଭ ହାତରେ ଟକେି ଦଇେଅଛି।

ହିତୋପଦେଶ 3:1

ହେ ମାରେ ପୁତ୍ର, ମାରେଶିକ୍ଷା ପାଶୋର ନାହିଁ। ମାରେ ଆଜ୍ଞାମାନ ମନେପକାଅ।

ହିତୋପଦେଶ 3:5

ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।

ହିତୋପଦେଶ 4:1

ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର।

ହିତୋପଦେଶ 8:10

ମାରେ ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ଯବାନ୍। ଏହା ମଧ୍ଯ ଗିନି ସୁନାଠାରୁ ମୂଲ୍ଯବାନ୍।

ଯିଶାଇୟ 48:17

ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି,

ଯିଶାଇୟ 49:10

ସମାନେେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହବେେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ୟ୍ଯତାପ ସମାନଙ୍କେୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ବର ସମାନଙ୍କେୁ ଦୟା କରନ୍ତି, ସେ ସମାନଙ୍କେୁ ଚଳାଇବେ; ଜଳ-ନିର୍ଝର ଦଇେ ସେ ସମାନଙ୍କେୁ କଢ଼ାଇ ଦବେେ।

ମାଥିଉଲିଖିତ ସୁସମାଚାର 11:29

ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।

Interlinear

Choose Theme