ହେ ସଦାପ୍ରଭୁ, ମାରେ ପରମେଶ୍ବର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କବେେ ନୀରବରେ ବସି ରହିବି ନାହିଁ। ତଣେୁ ସବୁବେଳେ କହେି ନା କହେି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।
Cross references
ସମାନେେ ଗୁପ୍ତ ରେ ମନ୍ଦ ଯୋଜନା କରନ୍ତି। ହେ ମାରେ ପ୍ରାଣ ସମାନଙ୍କେର ଗୁପ୍ତମନ୍ତ୍ରଣା ରେ ପ୍ରବେଶ କର ନାହିଁ। ସମାନଙ୍କେ ସଭା ରେ ମିଳିତ ହୁଅ ନାହିଁ, କାରଣ ସମାନେେ କୋର୍ଧିତ ଥିଲା ବେଳେ ମନୁଷ୍ଯମାନଙ୍କୁ ହତ୍ଯା ଏବଂ ସମାନଙ୍କେ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ଯା କଲେ।
ଆଉ ୟିହୁଦୀଯମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦଯ ହେଲା।
ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି। କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
ତଣେୁ ମାରେ ହୃଦଯ ଓ ଆତ୍ମା ଅତି ଆନନ୍ଦିତ ହବେ। ଏପରିକି ମାରେ ଶରୀର ନିରାପଦରେ ରହିବ।
ଆମ୍ଭେ ସାରାଦିନ ପରମେଶ୍ବରଙ୍କ ପ୍ରଶଂସା କରିଛୁ। ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ।
ଜାଗ୍ରତ ହୁଅ, ହେ ମାରେ ପ୍ରାଣ !ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।
କିନ୍ତୁ ମାେ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ବାସ ରଖିବି। ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହବେି।
ତୁମ୍ଭେ ମାେତେ ରକ୍ଷା କର, ମୁଁ ବହୁତ ଖୁସି ଅଟେ। ମୁଁ ନିଜ ଓଷ୍ଠ ଦ୍ବାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି।
ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ। ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
ସଦାପ୍ରଭୁଙ୍କର ପ୍ରଶଂସା କର !ମୁଁ ନିଜକୁ କ ହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ସିୟୋନର ଶାେକର୍ତ୍ତ ଲୋକମାନଙ୍କୁ ଯୋଗାଇ ଦବୋକୁ ଓ ଭସ୍ମ ପରିବର୍ତେ ଭୂଷଣ, ଦୁଃଖ ପରିବର୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମାେତେ ପ୍ ରରଣେ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ବିତ ହବେେ, ଏଥିପାଇଁ ସମାନେେ 'ଧର୍ମରୂପ ବୃକ୍ଷ' ଓ 'ତାଙ୍କର ଉଦ୍ୟାନ ବୋଲି ବିଖ୍ଯାତ ହବେେ।'
କିନ୍ତୁ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାୟିବ। ଯଦି ମାରେ ଶିଷ୍ଯମାନେ ଏସବୁ କଥା ନକୁହନ୍ତି। ତାହା ହେଲେ ଏ ପଥର ସବୁ ପାଟି କରି ତାହାସବୁ କହିବେ।
ସମାନେେ ପ୍ ରରେିତମାନଙ୍କୁ ଦଣ୍ଡ ଦବୋପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ବରଙ୍କର ଗୁଣଗାନ କରୁଥିଲେ।
ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :
ସମାନେେ କହିଲେ, ଆମେନ୍ ! ପ୍ରଶଂସା, ମହିମା, ଧନ୍ଯବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ବରଙ୍କର ଅଟେ। ଆମେନ୍ !