କିନ୍ତୁ ମାେ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ବାସ ରଖିବି। ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହବେି।
Cross references
ସେ ମାେତେ ମାରି ଦଇେ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖ ରେ ମାରେ ପକ୍ଷ ପ୍ରସ୍ତୁତ କରିବି।
ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
ଗର୍ଭରେ ଥିବା ସମଯରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି। ମାତାର ଗର୍ଭରୁ ତୁମ୍ଭେ ମାେତେ ନିରାପତ୍ତା ସହିତ ଆଣିଲ। ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
ହେ ଇଶ୍ରାୟେଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ୟିଏକି ବିଶ୍ବାସୀ ଏବଂ ସତ୍ଯ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
ଏହା ମୁଁ ସ୍ମରଣ କରୁଛି, ଏଥିପାଇଁ ଏପର୍ୟ୍ଯନ୍ତ ମାରେଆଶା ଅଛି।
ତେଣୁ ମାରେ ଅନ୍ତର କହୁଛି, ସଦାପ୍ରଭୁ ମାରେ ପରମେଶ୍ବର ମୁଁ ତାଙ୍କଠା ରେ ବିଶ୍ବାସ ରଖିବି।
ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।
ସଦାପ୍ରଭୁଙ୍କ ଦ୍ବାରା ମୁକ୍ତି ପ୍ରାପ୍ତ ପାଇଁ ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି କଲ।
ତୁମ୍ଭମାନଙ୍କ ପାଇଁ ମାରେପ୍ରାର୍ଥନା ଏହି ଯେ :
ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭମାନେେ ପ୍ରକୃତ ରେ ଭଲ ପାଅ। ହେ ଭାଇଭଉଣୀମାନେ ଆମ୍ଭେ ଏବେ, ସମାନଙ୍କେୁ ଅଧିକରୁ ଅଧିକ ଭଲ ପାଇବାରୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ।
ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭମାନେେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭମାନେେ ପ୍ରଚୁର ମାତ୍ରା ରେ ପୁରସ୍କାର ପାଇବ।
ଆତ୍ମସଂୟମୀ ହୁଅ ଓ ନିଜ ମନକୁ ସବୋକାର୍ୟ୍ଯ ପାଇଁ ପ୍ରସ୍ତୁତ କର। ଯୀଶୁଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ୍ ପ୍ରତି ବର୍ତ୍ତିବ, ସେଥି ରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ।
କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।
ଖ୍ରୀଷ୍ଟ ପବିତ୍ର। ଯେ କହେି ଖ୍ରୀଷ୍ଟଙ୍କଠା ରେ ଆଶା ରେଖ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରେଖ।