ଗୀତସଂହିତା 28:6 · ଓଡ଼ିଆ ବାଇବେଲ
ସଦାପ୍ରଭୁଙ୍କର ପ୍ରଶଂସା ହେଉ, କାରଣ ସେ ମାରେ ପ୍ରାର୍ଥନା, ଦୟାଳୁ ହାଇେ ଶୁଣିଛନ୍ତି।
Cross references
ଗୀତସଂହିତା 31:21
ସଦାପ୍ରଭୁ ମାେତେ ଆଶୀର୍ବାଦ କରନ୍ତୁ। ମୁଁ ଯେତବେେଳେ ଶତ୍ରୁମାନଙ୍କ ଦ୍ବାରା ବେଷ୍ଟିତ ନଗରରେ କବଳିତ ହଲିେ, ସେତବେେଳେ ସେ ମାେତେ ଅନୁଗ୍ରହ ପ୍ରଦର୍ଶନ କଲେ।
ଗୀତସଂହିତା 66:19
ପରମେଶ୍ବର ମାରେ କଥା ଶୁଣିଅଛନ୍ତି। ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି।
ଗୀତସଂହିତା 69:33
ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି। ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
ଗୀତସଂହିତା 107:19
ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ସେ ସମାନଙ୍କେ ଦୁର୍ଦ୍ଦଶାରୁ ସମାନଙ୍କେୁ ମୁକ୍ତ କଲେ।
ଗୀତସଂହିତା 116:1
ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି।
ଗୀତସଂହିତା 116:2
ମୁଁ ତାଙ୍କୁ ଭଲ ପାଏ ଯେତବେେଳେ ସେ ମାେ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ଯୁବରଣ କଲା ପୂର୍ବରୁ ଉତ୍ତର ଦେଲେ।
ଗୀତସଂହିତା 118:5
ମୁଁ ସଙ୍କଟରେ ଥିଲି, ତଣେୁ ସଦାପ୍ରଭୁଙ୍କର ସାହାୟ୍ଯ ପାଇଁ ଡ଼ାକିଲି। ସଦାପ୍ରଭୁ ଉତ୍ତର ଦେଲେ ଏବଂ ମାେତେ ସେଥିରୁ ମୁକ୍ତ କଲେ।