ସଦାପ୍ରଭୁ ମାେତେ ଆଶୀର୍ବାଦ କରନ୍ତୁ। ମୁଁ ଯେତବେେଳେ ଶତ୍ରୁମାନଙ୍କ ଦ୍ବାରା ବେଷ୍ଟିତ ନଗରରେ କବଳିତ ହଲିେ, ସେତବେେଳେ ସେ ମାେତେ ଅନୁଗ୍ରହ ପ୍ରଦର୍ଶନ କଲେ।
Cross references
ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ ବର୍ତ୍ତମାନ ଦାଉଦ କିଯୀଲା ରେ ଅଛନ୍ତି। ଶାଉଲ କହିଲେ, ପରମେଶ୍ବର ମାେ ହସ୍ତ ରେ ତାକକ୍ସ୍ଟ ରକ୍ଷା କରିଅଛନ୍ତି। ସେ ଦ୍ବାର ଓ ଅର୍ଗଳ ବିଶିଷ୍ଟ ନଗର ରେ ପ୍ରବେଶ କରିବା ହତେକ୍ସ୍ଟରକ୍ସ୍ଟ ସେ ମଧ୍ଯ ନିଜେ ନିଜେ ଧରା ଦଇେଛନ୍ତି।
ପରମେଶ୍ବର ତୁମ୍ଭକୁ ଲୋକଙ୍କ ଜିହ୍ବାର ଅନିଷ୍ଟକର ବାକ୍ଯରୁ ଉଦ୍ଧାର କରି ପାରିବେ। ପରମେଶ୍ବର ତୁମ୍ଭକୁ ରକ୍ଷା କରିବେ, ତେଣୁ ଯେତବେେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ।
ପରମେଶ୍ବର ତୁମ୍ଭର ଅଦ୍ଭୁତ କରୁଣା ଦଖାେଅ ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସମାନଙ୍କେୁ ଉଦ୍ଧାର କର। ସମାନଙ୍କେର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ୍ ଶକ୍ତି ବ୍ଯବହାର କର। ତଣେୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର। ଏହା ଜଣକର ପ୍ରାର୍ଥନା ୟିଏ ତୁମ୍ଭଠାରେ ଆଶ୍ରଯ ନଇେଛି ଏବଂ ୟିଏ ତୁମ୍ଭର ଅନୁସରଣକାରୀ ଅଟେ।
ସଦାପ୍ରଭୁ ମାେତେ ନିଶ୍ଚଯ ବିପଦରୁ ରକ୍ଷା କରିବେ। ସେ ମାେତେ ତାଙ୍କ ମନ୍ଦିରରେ ଲୁଚାଇ ରଖିବେ। ସେ ମାେତେ ନଇେ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !
ଏହାସବୁ ସଦାପ୍ରଭୁଙ୍କ କର୍ମ। କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ୟ୍ଯ।
କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧ ରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ବରୂପ କଲୁ।
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।