କାହିଁକି ? କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ଯକ୍ତିମାନଙ୍କୁ ହିଁ ସାହାୟ୍ଯ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସମାନଙ୍କେୁ ଘୃଣା କରନ୍ତି ନାହିଁ। ୟଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାୟ୍ଯ ପ୍ରାର୍ଥନା କରନ୍ତି, ସେ ସମାନଙ୍କେଠାରୁ ନିଜକୁ ଦୂରଇେ ରଖି ପାରିବେ ନାହିଁ।
Cross references
ହେ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ଦିନରେ ଡ଼ାକିଲି କିନ୍ତୁ ତୁମ୍ଭେ ଉତ୍ତର ଦଲେ ନାହିଁ ଓ ପୁନର୍ବାର ତୁମ୍ଭକୁ ରାତିରେ ଡ଼ାକିଲି।
କିନ୍ତୁ ମୁଁ ଗୋଟିଏ କୀଟ, ବ୍ଯକ୍ତି ନୁହେଁ, ଲୋକମାନେ ମାେ ପାଇଁ ଲଜ୍ଜିତ ହୁଅନ୍ତି ଓ ମାେତେ ଅବଜ୍ଞା କରନ୍ତି।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କଲେ।
ସେତବେେଳେ ମାରେ ସମ୍ପୂର୍ଣ୍ଣ ଶରୀର କହିବ, ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କହେି ନାହିଁ। ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତାଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ। ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛନ୍ତି, ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଚାହୁଁଥିଲେ।
ତୁମ୍ଭର ଦାସପ୍ରତି ମୁହଁ ଫରୋଅ ନାହିଁ। ମୁଁ ବିପଦରେ ପଡ଼ିଛି, ମାେତେ ଶୀଘ୍ର ଉତ୍ତର କର।
ମୁଁ ଦୁଃଖୀ ଓ ଶାେକାକୁଳ ଅଟେ। ହେ ପରମେଶ୍ବର, ମାେତେ ଉଦ୍ଧାର କର। ମାେତେ ରକ୍ଷା କର।
ମୃତ୍ଯୁର ରଜ୍ଜୁ ଚତୁଃପାଶର୍ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।
ମୁଁ ସଙ୍କଟରେ ଥିଲି, ତଣେୁ ସଦାପ୍ରଭୁଙ୍କର ସାହାୟ୍ଯ ପାଇଁ ଡ଼ାକିଲି। ସଦାପ୍ରଭୁ ଉତ୍ତର ଦେଲେ ଏବଂ ମାେତେ ସେଥିରୁ ମୁକ୍ତ କଲେ।
ମୁଁ ପ୍ରହାରକ ଦବୋ ପାଇଁ ମାରେପିଠି ଦଖାଇେ ଦବେି, ମାରେ ଦାଢ଼ି ଉପାଡ଼ିବା ପାଇଁ ମାରେ ଗାଲ ଦଖାଇେ ଦବେି, ପୁଣି ଅପମାନିତ ହବୋକୁ ଛପେ ପକାଇବାକୁ ମାରେ ମୁହଁ ଲୁଚାଇବି ନାହିଁ।
ଯୀଶୁ ପାଟିକରି କହିଲେ, ହେ ପରମପିତା, ମୁଁ ମାରେ ଆତ୍ମା ତୁମ୍ଭକୁ ଦେଉଛି। ଏହା କହିବା ପରେ ଯୀଶୁ ପ୍ରାଣ ତ୍ଯାଗ କଲେ।
ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।