ପରମେଶ୍ବର ତାଙ୍କର ପବିତ୍ରସ୍ଥାନରୁ ତୁମ୍ଭକୁ ସାହାୟ୍ଯ ପଠାନ୍ତୁ। ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାୟ୍ଯ କରନ୍ତୁ।
Cross references
ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।
ଦାଉଦ ପବିତ୍ର ସିନ୍ଦକ୍ସ୍ଟକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ସହେି ତମ୍ବୁ ମଧିଅରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
ସହେି ମନ୍ଦିରର ପଶ୍ଚାତ୍ ଭାଗ ରେ ଭିତରକୁ କୋଡିଏ ହାତ ର୍ଦୈଘ୍ଯର ଏକ କଠାେରୀ ନିର୍ମିତ ହେଲା ଓ ତା'ର ଚଟାଣରୁ କାନ୍ଥର ଛାତ ପର୍ୟ୍ଯନ୍ତ ଏରସ କାଠର ପଟା ରେ ଆଚ୍ଛାଦିତ ହେଲା। ଏହା ମଧ୍ଯ କଠାେରୀଟି ମହାପବିତ୍ରସ୍ଥାନ ନାମ ରେ କଥିତ ହେଲା।
କବେେ କବେେ ତୁମ୍ଭର ଲୋକ ତୁମ୍ଭର ଆଦେଶ ରେ ଶତୃ ବିପକ୍ଷ ରେ ୟୁଦ୍ଧ କରିବାକୁ ଗଲା ବେଳେ ତୁମ୍ଭର ଏହି ମନୋନୀତ ସ୍ଥାନ ରେ ତୁମ୍ଭ ସମ୍ମାନାର୍ଥେ ମାେ ଦ୍ବାରା ନିର୍ମିତ ମନ୍ଦିର ରେ ପ୍ରାର୍ଥନା କରିବେ।
ଅବ୍ରହାମଙ୍କ ବଂଶଧରମାନେ ଏହି ଦେଶ ରେ ବାସ କଲେ ଓ ତୁମ୍ଭ ନାମ ରେ ଗୋଟିଏ ମନ୍ଦିର ନିର୍ମାଣ କଲେ। ସମାନେେ କହିଲେ,
ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଏବଂ ସେ ତାଙ୍କର ପବିତ୍ର ପର୍ବତରୁ ମାେତେ ଉତ୍ତର ଦବେେ।
ଅପରିଚିତ ଲୋକମାନେ କହେି ପରମେଶ୍ବରଙ୍କୁ ଉପାସନା କରନ୍ତି ନାହିଁ। ପରାକ୍ରମଶାଳୀ ଲୋକମାନେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛନ୍ତି।
ଶଷେରେ, ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଗଲି ଓ ସମାନଙ୍କେ ପ୍ରତି କ'ଣ ଘଟିବ ବୁଝି ପାରିଲି।
ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
ସହେି ସୈନ୍ଯବାହିନୀ ସମାନଙ୍କେର ଦେଶକୁ ଦୂତ ପ୍ ରରଣେ କରିବେ। ସହେି ଲୋକମନଙ୍କୁ ଦୂତ କି ବାର୍ତ୍ତା ଦବେେ ? ସମାନେେ ଘାଷେଣା କରିବେ, ପଲ୍ଷ୍ଟେୀଯ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସଠାେକୁ ଗଲେ।
ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ସେ ଯେଉଁ ବାଟଦଇେ ଆସିଥିଲା ସହେି ବାଟରେ ଫରେିୟିବ। ସେ ଏ ନଗରକୁ ଆସିବ ନାହିଁ।