Home Bibles ଗୀତସଂହିତା 19:2 · ଓଡ଼ିଆ ବାଇବେଲ
ଗୀତସଂହିତା 19:2 · ଓଡ଼ିଆ ବାଇବେଲ

ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଚାଲେ। ପ୍ରେତ୍ୟକକ ରାତ୍ରି ପରମେଶ୍ବରଙ୍କ ଶକ୍ତି ବିଷଯରେ ନାନା ତଥ୍ଯ ପ୍ରଦାନ କରେ।

Cross references

ଆଦି ପୁସ୍ତକ 1:6

ଏହାପରେ ପରମେଶ୍ବର କହିଲେ, ଜଳ ମଧିଅରେ ବୃହତ ଗମ୍ବୁଜ ଜାତ ହାଇେ ଜଳକୁ ଦୁଇଭାଗ କରୁ!

ଆଦି ପୁସ୍ତକ 1:7

ଏହିପରି ପରମେଶ୍ବର ତାରଣେ ନିର୍ମାଣ କଲେ ଏବଂ ତାଣେ ଉପର ଜଳଠାରୁ ତାରଣେ ତଳ ଜଳକୁ ଅଲଗା କଲେ। ତହିଁରେ ସହେିପରି ହେଲା।

ଆଦି ପୁସ୍ତକ 1:17

ପରମେଶ୍ବର ପୃଥିବୀକୁ ଆଲୋକିତ କରିବା ପାଇଁ ଆକାଶର ତୋରଣର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।

ଆଦି ପୁସ୍ତକ 8:22

ଯେ ପର୍ୟ୍ଯନ୍ତ ପୃଥିବୀ ରହିଛି, ସପେର୍ୟ୍ଯନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ ଥଣ୍ଡା ଓ ଗରମ, ପୁଣି ଗ୍ରୀଷ୍ମ ଓ ଶୀତକାଳ, ଦିବସ ଓ ରାତ୍ରି ଏସବୁ ପୃଥିବୀ ରେ ଚ଼ାଲିଥିବ।

ଯାତ୍ରା ପୁସ୍ତକ 15:20

ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।

ଗୀତସଂହିତା 8:4

କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?

ଗୀତସଂହିତା 24:7

ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।

ଗୀତସଂହିତା 74:16

ହେ ପରମେଶ୍ବର, ଦିବସ ଓ ରାତ୍ରିର ଶାସକ, ତୁମ୍ଭେ ଚନ୍ଦ୍ର ଓ ସୂର୍ୟ୍ଯ ପ୍ରସ୍ତୁତ କରିଅଛ।

ଗୀତସଂହିତା 78:3

ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସମାନଙ୍କେ ବିଷଯରେ ଭଲଭାବରେ ଜାଣିଛୁ। ୟାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।

ଗୀତସଂହିତା 134:1

ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସବୋ କରନ୍ତି, ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!

ଗୀତସଂହିତା 136:8

ପରମେଶ୍ବର ଦିବସରେ କତ୍ତୃର୍ତ୍ବ କରିବା ପାଇଁ ସୂର୍ୟ୍ଯକୁ ସୃଷ୍ଟି କଲେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ଗୀତସଂହିତା 148:12

ହେ ୟୁବକ ଓ ୟୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରୀତ ହାଇେ ପରମେଶ୍ବରଙ୍କ ପ୍ରଶଂସା କର।

ଗୀତସଂହିତା 150:1

ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର !ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ଯମଣ୍ଡଳରେ ତାଙ୍କର ପ୍ରଶଂସା କର।

ଯିଶାଇୟ 38:19

ମୁଁ ଯେପରି କରୁଅଛି ସହେିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ଯତା ଜ୍ଞାନ ବିଶ୍ବାସ କରାଇବେ।

Interlinear

Choose Theme