Home Bibles ଗୀତସଂହିତା 18:50 · ଓଡ଼ିଆ ବାଇବେଲ
ଗୀତସଂହିତା 18:50 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନକେ ୟୁଦ୍ଧରେ ଜଯଲାଭ କରିବାକୁ ସାହାୟ୍ଯ କରିଛନ୍ତି। ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରମେ ଦଖାଇେଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦଖାଇେଛନ୍ତି।

Cross references

ପ୍ରଥମ ଶାମୁୟେଲ 2:10

ଯେଉଁମାନେ ୟିଏକି ସର୍ବୋପରିସ୍ଥ ପରମେଶ୍ବରଙ୍କ ସହିତ ପ୍ରତିବାଦ କରନ୍ତି, ସମାନେେ ଭଗ୍ନ ହବେେ। ସଦାପ୍ରଭୁ ସ୍ବର୍ଗ ରେ ଥାଇ ସହେି ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଗର୍ଜନ କରିବେ।

ପ୍ରଥମ ଶାମୁୟେଲ 16:1

ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।

ଦିତୀୟ ଶାମୁୟେଲ 7:13

ସେ ମାେ ନାମ ରେ ଏକ ମନ୍ଦିର ନିର୍ମାଣ କରିବ। ଏବଂ ମୁ ତା'ର ରାଜ୍ଯକକ୍ସ୍ଟ ଚିରଦିନ ପାଇଁ ଶକ୍ତିଶାଳୀ କରିବି।

ପ୍ରଥମ ବଂଶାବଳୀ 17:11

ତୁମ୍ଭେ ଯେତବେେଳେ ମୃତ୍ଯୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ୟିବ, ସେତବେେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ଯରୁ ଜଣେ ନୂତନ ରାଜା ହବେ, ଏବଂ ଆମ୍ଭେ ତା'ର ରାଜ୍ଯକୁ ଶକ୍ତିଶାଳୀ କରିବା।

ପ୍ରଥମ ବଂଶାବଳୀ 17:27

ହେ ସଦାପ୍ରଭୁ, ତୁମ୍ଭେ ସ୍ବଯଂ ମାରେ ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମାରେ ପରିବାର ପ୍ରକୃତ ରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହବେ।

ଗୀତସଂହିତା 2:6

ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।

ଗୀତସଂହିତା 57:10

ତୁମ୍ଭର ପ୍ରମେ ଆକାଶ ପରି ଉଚ୍ଚ। ତୁମ୍ଭର ବିଶ୍ବସନୀଯତା ମେଘମାଳାକୁ ସ୍ପର୍ଶ କରୁଛି।

ଗୀତସଂହିତା 78:71

ସେ ଦାଉଦଙ୍କୁ ମଷେ ଓ ମଷେଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାଯିତ୍ବ ଦେଲେ। କାରଣ ଇଶ୍ରାୟେଲୀୟ ଓ ୟାକୁବର ଲୋକମାନେ, ପରମେଶ୍ବରଙ୍କର ସମ୍ପତ୍ତି ଥିଲେ।

ଗୀତସଂହିତା 89:3

ତୁମ୍ଭେ କହିଲ, ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମାରେ ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।

ଗୀତସଂହିତା 89:20

ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ। ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।

ଗୀତସଂହିତା 132:10

ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ଯାଗ କର ନାହିଁ।

ଗୀତସଂହିତା 144:10

ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।

ଯିଶାଇୟ 9:6

ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ଲୂକଲିଖିତ ସୁସମାଚାର 1:31

ଶୁଣ, ତୁମ୍ଭେ ଗର୍ଭଗତୀ ହବେ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ।

ଲୂକଲିଖିତ ସୁସମାଚାର 1:69

ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସବେକ ଦାଉଦଙ୍କ ପରିବାରରୁ ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦଇେଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:34

ଦାଉଦ ସ୍ବର୍ଗ ଆରୋହଣ କରି ନାହିଁନ୍ତି। କିନ୍ତୁ ଯୀଶୁ ସ୍ବର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:

ରୋମୀୟଙ୍କ ପ୍ରତି ପତ୍ର 1:3

ଏହି ସୁସମାଚ଼ାର ପରମେଶ୍ବରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧ ରେ ଅଟେ।

ରୋମୀୟଙ୍କ ପ୍ରତି ପତ୍ର 11:29

ପରମେଶ୍ବର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସମାନଙ୍କେ ପ୍ରତି ପରମେଶ୍ବର ନିଜର ମନ କବେେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 3:16

ସେ ଚୁକ୍ତିକୁ ମଧ୍ଯ ଏଡ଼ାଇ ଦଇେ ହୁଏ ନାହିଁ। ସହେିପରି ପରମେଶ୍ବର ଅବ୍ରହାମ ଓ ତାହାଙ୍କ ସନ୍ତାନଙ୍କୁ ପ୍ରତିଶୃତି ଦଇେଥିଲେ। କିନ୍ତୁ ସେ ତାହାଙ୍କର ସମସ୍ତ ବଂଶଧର ପାଇଁ ଏହି ପ୍ରତିଜ୍ଞା ଦଇେ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ଯକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସହେି ବ୍ଯକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:9

ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।

Interlinear

Choose Theme