Home Bibles ଗୀତସଂହିତା 18:25 · ଓଡ଼ିଆ ବାଇବେଲ
ଗୀତସଂହିତା 18:25 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ୟଦି କହେି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚଯ ତାକୁ ଭଲ ପାଇବ। ୟଦି ଜଣେ ବ୍ଯକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ଯ ତାକୁ ସହେିପରି ପ୍ରତିଦାନ ଦଇେଥାଅ।

Cross references

ପ୍ରଥମ ରାଜାବଳୀ 8:32

ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତବେେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସଇେ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଦେଶ ତବେେ, ତା'ର ଧାର୍ମିକତା ଅନୁୟାଯୀ ତାକୁ ପୁରସ୍ତୁତ କର।

ନିହିମିୟା 9:17

ସମାନେେ ନିଯମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସମାନେେ, ସମାନଙ୍କେ ପାଇଁ କରିଥିବା ଆଶ୍ଚର୍ୟ୍ଯ କର୍ମମାନ ମନେ ରଖିଲେ ନାହିଁ। ସମାନେେ ଜିଦ୍ଖୋର ଥିଲେ। ଦାସତ୍ବ ଅବସ୍ଥାକୁ ଫରେିୟିବା ନିମନ୍ତେ ବିଦ୍ରୋହ ଭାବରେ ଜଣଙ୍କୁ ପ୍ରଧାନ କରି ନିୟୁକ୍ତି କଲେ।

ଆୟୁବ ପୁସ୍ତକ 8:6

ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ ଦୋଷ ତବେେ ସେ ନିଶ୍ଚିତ ଭାବରେ, ସେ ତୁମ୍ଭକୁ ସାହାୟ୍ଯ କରିବେ ଏବଂ ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।

ଗୀତସଂହିତା 41:1

ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।

ଗୀତସଂହିତା 62:12

ହେ ମାରେ ପ୍ରଭୁ, ତୁମ୍ଭର ପ୍ରମେ ହିଁ ପ୍ରକୃତ। ତୁମ୍ଭେ ପ୍ରେତ୍ୟକକ ମନୁଷ୍ଯକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

ଗୀତସଂହିତା 112:4

ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ବର ଅନ୍ଧକାରରେ ଆ ଲୋକ ସଦୃଶ୍ଯ। ସେ କୃପାମଯ, ସ୍ନହେଶୀଳ ଓ ଧାର୍ମିକ।

ଯିଶାଇୟ 26:7

ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ। ସମାନେେ ସରଳ ଓ ସତ୍ଯପଥ ଅନୁସରଣ କରନ୍ତି। ପୁଣି ହେ ପରମେଶ୍ବର, ତୁମ୍ଭେ ସହେି ପଥକୁ ଅନୁସରଣ ପାଇଁ ଅଧିକ ସୁଗମ ଓ ସରଳ କର।

ଯିଶାଇୟ 57:1

ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।

ଯିଶାଇୟ 58:7

ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦବୋର ଓ ତୁମ୍ଭର ନିଜ ବଂଶୀଯ ଲୋକଠାରୁ ନିଜକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?'

ଯିହିଜିକଲ 18:25

କିନ୍ତୁ ତୁମ୍ଭେ କୁହ, 'ସଦାପ୍ରଭୁ ନ୍ଯାଯପୂର୍ଣ୍ଣ ନୁହଁନ୍ତି।' ହେ ଇଶ୍ରାୟେଲର ପୁତ୍ରଗଣ, ଶୁଣ, ମୁଁ ନ୍ଯାଯ ଅଟେ। କିନ୍ତୁ ତୁମ୍ଭମାନେେ ୟିଏ ନ୍ଯାଯ ନୁହଁ।

ମାଥିଉଲିଖିତ ସୁସମାଚାର 5:7

ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।

ମାଥିଉଲିଖିତ ସୁସମାଚାର 18:33

ମୁଁ ତୋତେ ଯେଉଁଭଳି ଦୟା ଦଖାଇେଥିଲି, ତୁ କ'ଣ ତୋର ସଙ୍ଗୀ ଚ଼ାକରକୁ ସହେିଭଳି ଦୟା ଦଖାଇେ ନଥାନ୍ତୁ?'

ଲୂକଲିଖିତ ସୁସମାଚାର 6:35

ତାନ ନିଜ ଶତୃକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫରେି ପାଇବାର କୌଣସି ଆଶା ନରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ ହବେ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ଯ ଦୟଶୀଳ ଅଟନ୍ତି।

ରୋମୀୟଙ୍କ ପ୍ରତି ପତ୍ର 9:14

ତା' ହେଲେ ଏ ବିଷୟ ରେ ଆମ୍ଭେ କଣ କହିବା? କ'ଣ ପରମେଶ୍ବର ଅନ୍ଯାଯୀ?

Interlinear

Choose Theme