Home Bibles ଗୀତସଂହିତା 125:4 · ଓଡ଼ିଆ ବାଇବେଲ
ଗୀତସଂହିତା 125:4 · ଓଡ଼ିଆ ବାଇବେଲ

ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର। ପବିତ୍ର ହୃଦଯ ସହିତ ଲୋକମାନଙ୍କର ମଙ୍ଗଳ କର।

Cross references

ଗୀତସଂହିତା 7:10

ପରମେଶ୍ବର ସବୁବେଳେ ୟଥାର୍ଥ ହୃଦଯ ବ୍ଯକ୍ତିମାନଙ୍କୁ ସାହାୟ୍ଯ କରନ୍ତି, ତଣେୁ ପରମେଶ୍ବର ମାେତେ ନିଶ୍ଚଯ ରକ୍ଷା କରିବେ।

ଗୀତସଂହିତା 32:2

ଜଣେ ବ୍ଯକ୍ତି ଅଧିକ ଖୁସି ହୁଏ, ଯେତବେେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ। ସହେି ବ୍ଯକ୍ତିଟି ଅଧିକ ଭାଗ୍ଯଶାଳୀ ୟିଏ ନିଜର ପାପକୁ ଗୋପନ ରେଖ ନାହିଁ।

ଗୀତସଂହିତା 36:10

ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି। ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସମାନଙ୍କେ ଉପରେ ରଖ ଓ ତୁମ୍ଭର ବିଶ୍ବସ୍ତ ସମାନଙ୍କେ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।

ଗୀତସଂହିତା 41:1

ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।

ଗୀତସଂହିତା 51:18

ହେ ପରମେଶ୍ବର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର। ତୁମ୍ଭେ ୟିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।

ଗୀତସଂହିତା 73:1

ପରମେଶ୍ବର ସତରେ ଇଶ୍ରାୟେଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦଯ ପବିତ୍ର ସମାନଙ୍କେ ନିମନ୍ତେ ପରମେଶ୍ବର ମଙ୍ଗଳମଯ ଅଟନ୍ତି।

ଗୀତସଂହିତା 84:11

ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।

ଗୀତସଂହିତା 84:12

ହେ ସର୍ବଶକ୍ତିମାନ ସଦାପ୍ରଭୁ, ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ବାସ କରନ୍ତି ସମାନେେ କେତେ ଭାଗ୍ଯବାନ୍।

ଗୀତସଂହିତା 94:15

ନ୍ଯାଯ ଫରେିବ ଏବଂ ଏହା ସ୍ବଚ୍ଛତା ଆଣିବ ଏବଂ ଯେଉଁ ସମସ୍ତ ବ୍ଯକ୍ତି ସତ୍ଯପ୍ରିଯ ଅଟନ୍ତି, ନ୍ଯାଯର ଅନୁଗାମୀ ହବେେ।

ଗୀତସଂହିତା 119:68

ହେ ପରମେଶ୍ବର, ତୁମ୍ଭେ ମଙ୍ଗଳମଯ, ତୁମ୍ଭେ ମଙ୍ଗଳ କର। ମାେତେ ତୁମ୍ଭର ନିଯମସବୁ ଶିଖାଅ।

ଗୀତସଂହିତା 119:80

ସଦାପ୍ରଭୁ ମୁଁ ସମ୍ପୂର୍ଣ୍ଣ ହୃଦଯ ସହିତ ତୁମ୍ଭର ନିଯମକୁ ମାନିପାରେ, ତବେେ ମୁଁ ଲଜ୍ଜିତ ହବେି ନାହିଁ।

ଯିଶାଇୟ 58:10

ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦଇେଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତବେେ ତୁମ୍ଭେ ଅନ୍ଧକାର ରେ ଦୀପ୍ତିମାନ ହବେ ଏବଂ ତୁମ୍ଭ ଚାରିଦିଗ ରେ ଥବା ଗାଢ଼ ଅନ୍ଧକାର ଦ୍ବିପହରର ସୂର୍ୟ୍ଯ ପରି ଦଖାୟିବେ।

ଯିରିମିୟଙ୍କ ବିଳାପ 3:25

ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।

ଯୋହନଲିଖିତ ସୁସମାଚାର 1:47

ଯୀଶୁ ନିଥନିଯଲଙ୍କେୁ ତାହାଙ୍କ ଆଡେ ଆସିବାର ଦେଖିଲେ। ସେ କହିଲେ, ଏହି ଲୋକ ପ୍ରକୃତ ରେ ପରମେଶ୍ବରଙ୍କର ଜଣେ ବ୍ଯକ୍ତି। ତାହାଙ୍କଠା ରେ କୌଣସି ଅସାଧୁତା ନାହିଁ।

ଏବ୍ରୀ 6:10

ପରମେଶ୍ବର ହେଉଛନ୍ତି ନ୍ଯାଯୀ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଚାଲିଛ, ଏକଥା ସେ ମନେ ରଖିବେ।

ଯୋହନଙ୍କ ପ୍ରଥମ ପତ୍ର 3:17

ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:5

ସମାନେେ କବେେ ମିଥ୍ଯା କହନ୍ତି ନାହିଁ। ସମାନେେ ସର୍ବଦା ନିର୍ଦ୍ ଦୋଷ।

Interlinear

Choose Theme