Home Bibles ☰ Books ଗୀତସଂହିତା 124:5 · ଓଡ଼ିଆ ବାଇବେଲ
ଗୀତସଂହିତା 124:5 · ଓଡ଼ିଆ ବାଇବେଲ

ଗଜୁର୍ଥିବା ଜଳରାଶି ଆମ୍ଭକୁ ବୁଡ଼ାଇ ଦଇେଥା'ନ୍ତା।

Cross references

ଆୟୁବ ପୁସ୍ତକ 38:11

ମୁଁ ସମୁଦ୍ରକୁ କହିଲି, 'ତୁମ୍ଭେ ଏତିକି ବାଟ ପର୍ୟ୍ଯନ୍ତ ଆସିବ, ତା'ଠାରୁ ଅଧିକା ନୁହେଁ। ଏହି ସ୍ଥାନ ରେ ତୁମ୍ଭେ ଗର୍ବି ଢ଼େଉ ଆସି ବନ୍ଦ ହବେ।'

ଗୀତସଂହିତା 93:3

ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ବନି ବାହାର କଲେ। ସମୁଦ୍ରସବୁ ସମାନଙ୍କେର ଢ଼େଉ ଭାଙ୍ଗି ଗର୍ଜ୍ଜନ କଲେ।

ଯିରିମିୟ 5:22

ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।

Interlinear

Choose Theme