Home Bibles ଗୀତସଂହିତା 119:99 · ଓଡ଼ିଆ ବାଇବେଲ
ଗୀତସଂହିତା 119:99 · ଓଡ଼ିଆ ବାଇବେଲ

ମାରେ ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍। କାରଣ ମୁଁ ତୁମ୍ଭର ବାକ୍ଯସବୁ ଶିକ୍ଷା କରେ।

Cross references

ଦିତୀୟ ବିବରଣ 4:6

ତେଣୁ ଏହି ବ୍ଯବସ୍ଥାସବୁ ପାଳନ କର ଏବଂ ସଗେକ୍ସ୍ଟଡିକ ଅଭ୍ଯାସ କର କାରଣ ବହକ୍ସ୍ଟତ ଦେଶମାନଙ୍କ ମଧିଅରେ ଏହା ତୁମ୍ଭର ଜ୍ଞାନ ଓ ବକ୍ସ୍ଟଝାମଣା ହବେ। ଏହି ବ୍ଯବସ୍ଥା ଶକ୍ସ୍ଟଣିଲାପରେ ସମାନେେ କହିବେ ଯେ, 'ଇଶ୍ରାୟେଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବକ୍ସ୍ଟଝାମଣା ଶକ୍ତି ଅଛି।'

ଦିତୀୟ ଶାମୁୟେଲ 15:24

ସାଦୋକ ଓ ସମସ୍ତ ଲବେୀୟ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ନଇେ ଆସିଲେ। ୟିରକ୍ସ୍ଟଶାଲମ ନଗର ରେ ସମାନେେ ପରମେଶ୍ବରଙ୍କର ପବିତ୍ର ନିଯମ-ସିନ୍ଦକ୍ସ୍ଟକ ସ୍ଥାପନ କଲେ। ସମସ୍ତ ଲୋକ ବାହାର ହାଇେ ଆସିବା ପର୍ୟ୍ଯନ୍ତ ଅବିଯାଥର ପ୍ରାର୍ଥନା କଲେ

ପ୍ରଥମ ବଂଶାବଳୀ 15:11

2 ଜଣ ଲୋକ ଆସିଲେ। ଅମ୍ମୀନାଦବ ସମାନଙ୍କେର ନେତା ଥିଲେ। ଏହାପରେ ଦାଉଦ, ଯାଜକ ସାଦୋକ ଓ ଅବିଯାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲବେୀୟମାନଙ୍କୁ ମଧ୍ଯ ଡାକିଲେ : ଉରିଯଲେ, ଅସାଯ, ଯାୟେଲ, ଶମଯିଯ, ଇଲୀଯଲେ ଓ ଅମ୍ମୀନାଦବ।

ଦିତୀୟ ବଂଶାବଳୀ 29:15

ଏହାପରେ ଏହି ଲବେୀୟମାନେ ସମାନଙ୍କେର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସବୋକାର୍ୟ୍ଯ ନିମନ୍େତ ସମାନଙ୍କେୁ ପ୍ରସ୍ତୁତ କଲେ। ସମାନେେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା।

ଦିତୀୟ ବଂଶାବଳୀ 30:22

ସଦାପ୍ରଭୁଙ୍କ ସବୋକାର୍ୟ୍ଯ କିପରି କରିବାକୁ ହବେ, ଏହା ଯେଉଁ ଲବେୀୟମାନେ ଜାଣିଥିଲେ, ସମାନଙ୍କେୁ ରାଜା ହିଜକିଯ ଉତ୍ସାହିତ କଲେ। ଲୋକମାନେ ସାତଦିନ ପର୍ୟ୍ଯନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଧନ୍ଯବାଦ ଓ ପ୍ରଶଂସା କଲେ।

ଗୀତସଂହିତା 119:15

ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ଯସ୍ଥି ହବୋକୁ ଚାହୁଁଛି ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।

ଗୀତସଂହିତା 119:24

ତୁମ୍ଭର ଆଇନଗତ ଆଦେଶ ମାେତେ ଆନନ୍ଦ ଦିଏ। ସମାନେେ ମାରେ ଅତି ଆପଣାର ଆଦେଶଦାତା।

ଯିରିମିୟ 2:8

ଯାଜକମାନେ କହିଲେ ନାହିଁ ଯେ, 'ସଦାପ୍ରଭୁ କାହାଁନ୍ତି,' ଆଉ ଯେଉଁମାନେ ବ୍ଯବସ୍ଥା ହସ୍ତ ରେ ଧରନ୍ତି, ସମାନେେ ଆମ୍ଭକୁ ଜାଣିଲେ ନାହିଁ, ଶାସନକର୍ତ୍ତାମାନେ ମଧ୍ଯ ଆମ୍ଭ ବିରୁଦ୍ଧ ରେ ଅଧର୍ମାଚରଣ କଲେ, ଆଉ ଭବିଷ୍ଯଦବକ୍ତାମାନେ ବାଲ୍ଦବେ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚାଦଗମନ କଲେ।

ଯିରିମିୟ 8:8

ତୁମ୍ଭମାନେେ କହୁଛ ଯେ, 'ଆମ୍ଭମାନେେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ଯବସ୍ଥା ଆମ୍ଭମାନଙ୍କଠା ରେ ଅଛି।' ମାତ୍ର ଏହା ସତ୍ଯ ନୁହେଁ। କାରଣ ଅଧ୍ଯାପକଗଣଙ୍କ ମିଥ୍ଯା ଲେଖନୀ ମିଥ୍ଯା ଲେଖିଅଛି।

ମାଥିଉଲିଖିତ ସୁସମାଚାର 11:25

ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

ମାଥିଉଲିଖିତ ସୁସମାଚାର 13:11

ଯୀଶୁ କହିଲେ, ସ୍ବର୍ଗରାଜ୍ଯର ନିଗୂଢ ସତ୍ଯ ଜାଣିବା ପାଇଁ କବଳେ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସମାନଙ୍କେୁ ଦିଆଯାଇନାହିଁ।

ମାଥିଉଲିଖିତ ସୁସମାଚାର 15:6

ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା ପିତାମାତାଙ୍କୁ ସମ୍ମାନ ନ ଦବୋ ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡିକୁ ସମ୍ମାନ ଦଇେଛି ଓ ପରମେଶ୍ବରଙ୍କ ଆଦେଶକୁ ଅବମାନନା କରୁଛ।

ମାଥିଉଲିଖିତ ସୁସମାଚାର 15:14

ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।

ମାଥିଉଲିଖିତ ସୁସମାଚାର 23:24

ତୁମ୍ଭମାନେେ ଲୋକଙ୍କୁ ମାର୍ଗ ବତାଉଛ। କିନ୍ତୁ ତୁମ୍ଭମାନେେ ନିଜେ ଅନ୍ଧ। ତୁମ୍ଭମାନେେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:15

ପିଲାବଳେୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସହେି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରିପାରିବ ଓ ସହେି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ବାସ ମାଧ୍ଯମ ରେ ମୁକ୍ତି ଆଡ଼କୁ ଆଗଇନବେେ।

ଏବ୍ରୀ 5:12

ବର୍ତ୍ତମାନ ପର୍ୟ୍ଯନ୍ତ ଯେତିକି ସମୟ ଅତିବାହିତ ହାଇେ ଗଲାଣି, ତୁମ୍ଭମାନେେ ଉପଦେଶକ ହାଇେ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ବରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭମାନେେ ଏବେ ମଧ୍ଯ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭମାନେେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହାଇେ ନାହଁ।

Interlinear

Choose Theme