ଦୁଷ୍ଟ ଲୋକମାନେ ମାେତେ ଧ୍ବଂସ କରିବାକୁ ଅପେକ୍ଷା କରୁଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ଯ ବିଷଯରେ ଭାବିବି।
Cross references
ମହାରାଜ, ବର୍ତ୍ତମାନ ଆପଣ ସମସ୍ତ ମନୋବାଞ୍ଛାନକ୍ସ୍ଟସା ରେ ଆସନ୍ତକ୍ସ୍ଟ ରାଜାଙ୍କ ହସ୍ତ ଦାଉଦଙ୍କକ୍ସ୍ଟ ସମର୍ପଣ କରିବା ଦାଯିତ୍ବ ଆମ୍ଭର।
ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ମୁ 12,000 ଲୋକ ବାଛିବି ଓ ଆଜି ରାତି ରେ ଦାଉଦଙ୍କର ପେଛ ୟାଅ।
ସହେି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସମାନେେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସମାନେେ ନିର୍ଦ୍ ଦୋଷ ଲୋକଙ୍କୁ ହତ୍ଯା କରନ୍ତି।
ଦୁଷ୍ଟ ଲୋକମାନେ ହୁଏତ ମାେତେ ଆକ୍ରମଣ କରିପାରନ୍ତି, ସମାନେେ ମାରେ ଶରୀରକୁ ଆଘାତ କରିବାକୁ ଚାହାଁନ୍ତି। ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ଧ୍ବଂସ କରିଦବୋକୁ ଚାହାଁନ୍ତି।
ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।
ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।
ତୁମ୍ଭର ଆଇନଗତ ଆଦେଶ ମାେତେ ଆନନ୍ଦ ଦିଏ। ସମାନେେ ମାରେ ଅତି ଆପଣାର ଆଦେଶଦାତା।
ମୁଁ ତୁମ୍ଭ ବାକ୍ଯ ନିକଟବର୍ତ୍ତୀ ହାଇେ ଅନୁସରଣ କଲି। ହେ ସଦାପ୍ରଭୁ, ମାେତେ ନିରାଶ କର ନାହିଁ।
ଦୁଷ୍ଟଲୋକମାନେ ମାେ ଚାରିପାଖରେ ଫାନ୍ଦ ବସାଇଛନ୍ତି, କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
ଯେଉଁ ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ, ସମାନେେ ମାେ ବିଷଯରେ ମିଥ୍ଯା କହିଛନ୍ତି। କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦଯ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
ଅହଂକାରୀମାନେ ମିଥ୍ଯାଦ୍ବାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
ସଦାପ୍ରଭୁ ମୁଁ ତୁମ୍ଭର ନିଯମକୁ ସବୁଦିନ ଦଖାଇବୋକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମାେତେ ବହୁ ଆନନ୍ଦ ଦିଏ।
ମୁଁ ତୁମ୍ଭର ଦାସ, ତୁମ୍ଭର ବ୍ଯବସ୍ଥାସବୁ ବୁଝିବାରେ ମାେତେ ସାହାୟ୍ଯ କର।
ସଦାପ୍ରଭୁ ତୁମ୍ଭର ବାକ୍ଯସକଳ ଆଶ୍ଚର୍ୟ୍ଯଜନକ ଅଟେ। ସେଥିପାଇଁ ମୁଁ ତାହା ଅନୁସରଣ କରେ।
ମୁଁ ତୁମ୍ଭର ବାକ୍ଯକୁ ଅନୁସରଣ କରିଅଛି। ଏବଂ ସଗେୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।
ତା'ପରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚ଼ୀନ ନେତାମାନେ କଯାଫା ନାମକ ମହାୟାଜକଙ୍କ ଭବନର ଅଗଣା ରେ ଏକାଠି ହେଲେ।
ତା'ପରେ ପିତର ଜାଣିପାରିଲେ ତାହାଙ୍କୁ ଯାହା ସବୁ ଘଟିଗଲା ଏବଂ କହିଲେ, ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତ ରେ ସତ୍ଯ ଅଟେ। ପ୍ରଭୁ ପ୍ରକୃତ ରେ ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇ େ ହରୋଦଙ୍କ କବଳରୁ ମାେତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ଯର୍ଥ କଲେ।
କିନ୍ତୁ ଆପଣ ସମାନଙ୍କେ କଥା ବିଶ୍ବାସ କରିବେ ନାହିଁ। ଚ଼ାଳିଶ ଜଣରୁ ଅଧିକ ଯିହୂଦୀୟ ଲୁଚ଼ଛନ୍ତି ଏବଂ ପାଉଲଙ୍କୁ ହତ୍ଯା କରିବା ପାଇଁ ଅପେକ୍ଷା କରିଛନ୍ତି। ସମାନେେ ତାହାଙ୍କୁ ନ ମାରିବା ପର୍ୟ୍ଯନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସମାନେେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।
ସମାନେେ ପାଉଲଙ୍କୁ ୟିରୁଶାଲମକୁ ପଠାଇଦବୋ ପାଇଁ ତାହାଙ୍କୁ ଅନୁ ରୋଧ କଲେ। କାରଣ ସମାନେେ ତାହାଙ୍କୁ ରାସ୍ତା ରେ ହତ୍ଯା କରିବାର ଷଡ଼ୟନ୍ତ୍ର କରିଥିଲେ।