ହଗୟ 1:7 · ଓଡ଼ିଆ ବାଇବେଲ
ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଯାହା କରୁଛ, ସେ ବିଷଯ ରେ ଚିନ୍ତା କର।
Cross references
ଗୀତସଂହିତା 119:59
ମୁଁ ମାେ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିଯମକୁ ପୁଣି ଫରେିଲି।
ଯିଶାଇୟ 28:10
ତେଣୁ ସଦାପ୍ରଭୁ ଶିଶୁମାନଙ୍କୁ ବୁଝାଇବା ଢ଼ଙ୍ଗ ରେ କୁହନ୍ତି, କାରଣ ଏ ତ :
ଯିରିମିୟଙ୍କ ବିଳାପ 3:40
ଆମ୍ଭମାନେେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫରେିବା।
ହଗୟ 1:5
ବର୍ତ୍ତମାନ ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, 'କ'ଣ ଘଟୁଛି ଚିନ୍ତା କର।
ଫିଲିପ୍ପୀୟଙ୍କ ପ୍ରତି ପତ୍ର 3:1
ଆଉ ଏବେ ହେ ମାରେ ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠା ରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସହେି ଏକାକଥା ଲେଖିବା ରେ, ମାେତେ କଷ୍ଟ ହୁଏ ନାହିଁ, କାରଣ ଏହାଦ୍ବାରା ତୁମ୍ଭମାନେେ ଅଧିକ ପ୍ରସ୍ତୁତ ହାଇେ ରହିବ।