Home Bibles ☰ Books ଗୀତସଂହିତା 119:52 · ଓଡ଼ିଆ ବାଇବେଲ
ଗୀତସଂହିତା 119:52 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭର ପୂର୍ବରୁ ଦଇେଥିବା ଶାସନକୁ ସ୍ମରଣ କରେ ଏବଂ ସଗେୁଡ଼ିକ ମାେତେ ସାନ୍ତ୍ବନା ଦିଏ।

Cross references

ଯାତ୍ରା ପୁସ୍ତକ 14:29

ମାତ୍ର ଇଶ୍ରାୟେଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସମାନଙ୍କେର ବାମ ଓ ଡାହାଣ ପାଶର୍‌ବ ରେ କାନ୍ଥପରି ଛିଡା ହାଇେ ରହିଲା।

ଗଣନା ପୁସ୍ତକ 16:3

ସମାନେେ ଏକତ୍ର ହାଇେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ କହିଲେ, ତୁମ୍ଭମାନେେ ନିଜକୁ ବହୁତ ଗୁରୁତର ଦଖାଇେଲ। ମଣ୍ତଳୀର ପ୍ରେତ୍ୟକକ ବ୍ଯକ୍ତି ପବିତ୍ର ଓ ସଦାପ୍ରଭୁ ସମାନଙ୍କେ ମଧିଅରେ ବାସ କରୁଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କ ମଣ୍ତଳି ଉପରେ କାହିଁକି ପ୍ରଭୁତ୍ବ ଦଖାେଉଛ?

ଦିତୀୟ ବିବରଣ 1:35

'ମୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦବୋକକ୍ସ୍ଟ ଶପଥ କରିଥିଲି, ଏହି ସହେି ଦେଶ। ଏହି ପୀଢୀର ଦୃଷ୍ଟ ଲୋକମାନେ କବେେ ସହେି ଦେଶ ଦେଖିବ ନାହିଁ।

ଦିତୀୟ ବିବରଣ 4:3

ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମ ବାଲପିଯୋର ରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ବାଲପିୟୋରର ପଶ୍ଚାଦଗାମୀ ସମସ୍ତ ଲୋକଙ୍କକ୍ସ୍ଟ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ହତ୍ଯା କରିଛନ୍ତି।

ଗୀତସଂହିତା 77:5

ବହୁତ ଆଗରୁ ଘଟିୟାଇଥିବା ଘଟଣା ବିଷଯରେ ମୁଁ ଚିନ୍ତା କରେ।

ଗୀତସଂହିତା 77:11

ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ। ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ୟ୍ଯ କର୍ମସବୁ ମୁଁ ମନେ ପପାଏ।

ଗୀତସଂହିତା 77:12

ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ ଏବଂ କାର୍ୟ୍ଯକୁ ଅନୁଧ୍ଯାନ କରେ।

ଗୀତସଂହିତା 103:18

ଯେଉଁମାନେ ତାଙ୍କର ନିଯମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଚାଲନ୍ତି, ସହେିମାନଙ୍କ ପ୍ରତି ପରମେଶ୍ବର ଉତ୍ତମ।

ଗୀତସଂହିତା 105:5

ସେ ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ୟ୍ଯ ଏବଂ ତାଙ୍କ ବୁଦ୍ଧିମତାର ବିଚାର ମନେପକାଅ।

ଗୀତସଂହିତା 143:5

ମୁଁ ପୁରୁଣା ଦିନସବୁ ମନେ ପକାଏ। ମୁଁ ତୁମ୍ଭର କର୍ମ ବିଷଯରେ ଭାବେ। ତୁମ୍ଭେ ୟାହାସବୁ କର ମୁଁ ସେସବୁ ବିଷଯରେ ଭାବେ।

ପିତରଙ୍କ ଦିତୀୟ ପତ୍ର 2:4

ଯେତବେେଳେ ସ୍ବର୍ଗଦୂତମାନେ ପାପ କଲେ, ପରମେଶ୍ବର ସମାନଙ୍କେୁ ଦଣ୍ଡ ନ ଦଇେ ଛାଡ଼ିଲେ ନାହିଁ। ପରମେଶ୍ବର ସହେି ଦୂତମାନଙ୍କୁ ନରକକୁ ପଠାଇ ଦେଲେ। ସେ ସମାନଙ୍କେୁ ଅନ୍ଧକାରର ଗୁମ୍ଫାମାନଙ୍କ ରେ ପକାଇ ରଖିଲେ। ବିଚାର ଦିନ ପର୍ୟ୍ଯନ୍ତ ସମାନେେ ସଠାେରେ ପଡ଼ିଥିବେ।

Interlinear

Choose Theme