ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାଯୀ। ତୁମ୍ଭର ବ୍ଯବସ୍ଥାସବୁକୁ ଭରସା କରାୟାଇ ପାରିବ।
Cross references
ସଦାପ୍ରଭୁଙ୍କର ଉପାସନା ଆ ଲୋକ ସଦୃଶ। ୟାହା ଚିରକାଳ ଆହୁରି ଉଜ୍ଜ୍ବଳ ଆ ଲୋକ ପ୍ରଦାନ କରେ। ସଦାପ୍ରଭୁଙ୍କର ବିଚାର ପଦ୍ଧତି ନିର୍ମଳ ଓ ନ୍ଯାଯପୂର୍ଣ୍ଣ। ସଗେୁଡ଼ିକ ସର୍ବତୋଭାବେ ସତ୍ଯ।
ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ଯ ଅଧିକ ଉଚ୍ଚ ତୁମ୍ଭର ନ୍ଯାଯପ୍ରିଯତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ଯ ଓ ପଶୁମାନଙ୍କୁ ରକ୍ଷା କର।
ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ଯଗୁଡ଼ିକ ଚିରକାଳ ଉତ୍ତମ। ତାହାସବୁ ବୁଝିବାରେ ସହାୟ ହୁଅ, ୟପରେିକି ମୁଁ ବଞ୍ଚିପାରିବି।
ହେ ସଦାପ୍ରଭୁ, ତୁମ୍ଭେ ମାରେ ନିକଟବର୍ତ୍ତୀ। ତୁମ୍ଭର ଆଦେଶ ସକଳ ଭରସା ୟୋଗ୍ଯ।
ଆରମ୍ଭରୁ ତୁମ୍ଭର ସମୁଦାଯ ବାକ୍ଯ ଭରସା ୟୋଗ୍ଯ ଓ ତୁମ୍ଭର ସବୁ ଧର୍ମମଯ ବ୍ଯବସ୍ଥା ନିତ୍ଯସ୍ଥାଯୀ ପାଇଁ ସୁନ୍ଦର ହାଇେ ରହିବ।
ତୁମ୍ଭମାନେେ ସ୍ବର୍ଗମଣ୍ଡଳ ପ୍ରତି ଉର୍ଦ୍ଧ୍ବଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର। କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ଯ ଅନ୍ତର୍ହିତ ହବେ ଓ ଭୂମଣ୍ଡଳ ବସ୍ତୁ ତୁଲ୍ଯ ଜୀର୍ଣ୍ଣ ହବେ। ଆଉ ମଧ୍ଯ ପୃଥିବୀବାସୀ ସହେିପରି ମୃତ୍ଯୁବରଣ କରିବେ। ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ଧର୍ମାଚାର ଲୁପ୍ତ ହବେ ନାହିଁ।
କାରଣ ସମାନେେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସମାନଙ୍କେୁ ଖାଇ ପକାଇବ ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସମାନଙ୍କେୁ ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହବେ।
ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।
ତେଣୁ ତୁମ୍ଭେ ତୁମ୍ଭର ସତ୍ଯ ଦ୍ବାରା ସମାନଙ୍କେୁ ତୁମ୍ଭର ମବୋ ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ଯ।
ମୁଁ ଜାଣେ ତୁମ୍ଭମାନେେ ତାହାଙ୍କ ବିଷୟ ରେ ଶୁଣିଛ। ତୁମ୍ଭେ ତାଙ୍କଠା ରେ ଅଛ, ସେଥିପାଇଁ ତୁମ୍ଭକୁ ସତ୍ଯ ଶିକ୍ଷା ଦିଆଯାଇଛି। ସହେି ସତ୍ଯ ଯୀଶୁ ଖ୍ରୀଷ୍ଟଙ୍କଠା ରେ ଅଛି।
ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।