ଏପରିକି ମୁଁ ୟବେେ କହିଲି, ମୁଁ ବହୁତ କଷ୍ଟ ପାଛଅଛି ତଥାପି ମୁଁ ବିଶ୍ବାସ କଲି।
Cross references
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।
ମିଥ୍ଯାସାକ୍ଷୀ ବିନଷ୍ଟ ହବେ, କିନ୍ତୁ ପ୍ରକୃତ ସାକ୍ଷୀ ପୁନର୍ବାର ପରୀକ୍ଷା ହବେ।
ଶାସ୍ତ୍ର ରେ ଲଖାେଅଛି : ମୁଁ ବିଶ୍ବାସ କଲି, ଏଣୁ ସ୍ପଷ୍ଟ କହିଲି। ଆମ୍ଭର ବିଶ୍ବାସ ମଧ୍ଯ ସହେିଭଳି ଅଟେ। ଆମ୍ଭେ ବିଶ୍ବାସ କରୁ, ସେଥିପାଇଁ ଆମ୍ଭେ କହୁ।
ବିଶ୍ବାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ବାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।
ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟ ରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସଗେୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖି ରେ ଯୀଶୁଙ୍କର ମହାନତା ଦେଖିଛୁ।
କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।