Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:13 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:13 · ଓଡ଼ିଆ ବାଇବେଲ

ଶାସ୍ତ୍ର ରେ ଲଖାେଅଛି : ମୁଁ ବିଶ୍ବାସ କଲି, ଏଣୁ ସ୍ପଷ୍ଟ କହିଲି। ଆମ୍ଭର ବିଶ୍ବାସ ମଧ୍ଯ ସହେିଭଳି ଅଟେ। ଆମ୍ଭେ ବିଶ୍ବାସ କରୁ, ସେଥିପାଇଁ ଆମ୍ଭେ କହୁ।

Cross references

ଗୀତସଂହିତା 116:10

ଏପରିକି ମୁଁ ୟବେେ କହିଲି, ମୁଁ ବହୁତ କଷ୍ଟ ପାଛଅଛି ତଥାପି ମୁଁ ବିଶ୍ବାସ କଲି।

ହିତୋପଦେଶ 21:28

ମିଥ୍ଯାସାକ୍ଷୀ ବିନଷ୍ଟ ହବେ, କିନ୍ତୁ ପ୍ରକୃତ ସାକ୍ଷୀ ପୁନର୍ବାର ପରୀକ୍ଷା ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:11

ଆମ୍ଭର ବିଶ୍ବାସ ଯେ ଆମ୍ଭେ ଓ ଏ ଲୋକମାନେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ବାରା ରକ୍ଷା ପାଇଛୁ।

ରୋମୀୟଙ୍କ ପ୍ରତି ପତ୍ର 1:12

ମାରେ କହିବାର ଅର୍ଥ ଏହି ଯେ ଆମ୍ଭମାନେେ ଏକ ଆ ରକେକୁ ନିଜ ନିଜର ବିଶ୍ବାସ ଦ୍ବାରା ସାହାୟ୍ଯ କରିବା। ତୁମ୍ଭମାନଙ୍କ ବିଶ୍ବସ ମାେତେ ଓ ମାେ ବିଶ୍ବାସ ତୁମ୍ଭମାନଙ୍କୁ ସାହାୟ୍ଯ କରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:9

ସହେି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ବାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:12

ଆମ୍ଭମାନଙ୍କଠା ରେ ଏହି ପ୍ରକାରର ଭରସା ରଖିଥିବା ହତେୁ ଆମ୍ଭେ ଅତି ସାହସୀ।

ଏବ୍ରୀ 11:1

ବିଶ୍ବାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ବାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।

ପିତରଙ୍କ ଦିତୀୟ ପତ୍ର 1:1

ଯୀଶୁଖ୍ରୀଷ୍ଟଙ୍କ ସବେକ ଓ ପ୍ ରରେିତ,ଶିମିଯୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି।

Interlinear

Choose Theme