Home Bibles ଗୀତସଂହିତା 108:13 · ଓଡ଼ିଆ ବାଇବେଲ
ଗୀତସଂହିତା 108:13 · ଓଡ଼ିଆ ବାଇବେଲ

କବଳେ ପରମେଶ୍ବର ଆମ୍ଭକୁ ଶକ୍ତିଶାଳୀ କରିପାରିବେ। ପରମେଶ୍ବର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ।

Cross references

ବିଚାରକର୍ତାମାନଙ୍କ ବିବରଣ 15:8

ଏହାପରେ ଶାମ୍ଶାେନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେ ମଧ୍ଯରକ୍ସ୍ଟ ଅନକଙ୍କେକ୍ସ୍ଟ ହତ୍ଯା କଲେ। ଏବଂ ଏହାପରେ ସେ ଏକ ଗକ୍ସ୍ଟମ୍ଫା ରେ ୟାଇ ବାସ କଲେ ଯେଉଁ ଗକ୍ସ୍ଟମ୍ଫା ରେ ନାମ ଥିଲା ଏଟମ ଶୈଳ।

ଦିତୀୟ ବଂଶାବଳୀ 20:12

ହେ ଆମ୍ଭମାନଙ୍କର ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ଯଦଳ ଆମ୍ଭମାନଙ୍କ ବିରୁଦ୍ଧ ରେ ଆସୁଛନ୍ତି, ସମାନଙ୍କେ ବିରୁଦ୍ଧ ରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ'ଣ କରିବାକୁ ହବେ, ତାହା ଆମ୍ଭମାନେେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭମାନେେ ତୁମ୍ଭର ସାହାୟ୍ଯ ଲୋଡ଼ୁଅଛୁ।

ଗୀତସଂହିତା 18:29

ହେ ସଦାପ୍ରଭୁ, ତୁମ୍ଭର ସାହାୟ୍ଯରେ ମୁଁ ସୈନ୍ଯମାନଙ୍କ ସହିତ ଲଢ଼ିପାରେ। ପରମେଶ୍ବରଙ୍କ ସାହାୟ୍ଯରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିୟାଇପାରେ।

ଗୀତସଂହିତା 18:42

ମୁଁ ମାରେ ଶତ୍ରୁମାନଙ୍କୁ ପରାସ୍ତ କରିଛି। ସମାନେେ ଧୂଳି ସଦୃଶ ପବନରେ ଉଡ଼ିୟାଇଛନ୍ତି। ମୁଁ ସମାନଙ୍କେୁ େଛାଟ େଛାଟ ଖଣ୍ଡ କରି ପେଶି ଦଇେଛି।

ଗୀତସଂହିତା 60:12

ପରମେଶ୍ବର ହିଁ ଆମ୍ଭକୁ ଶକ୍ତିଶାଳୀ କରିପାରିବେ। କବଳେ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରିପାରିବେ।

ଗୀତସଂହିତା 118:6

ସଦାପ୍ରଭୁ ମାେ ସହିତ ଅଛନ୍ତି। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମାେତେ କ'ଣ କରିପାରିବେ,

ଗୀତସଂହିତା 144:1

ସଦାପ୍ରଭୁ ମାରେ ଶୈଳ, ତାଙ୍କର ପ୍ରଶଂସା ହେଉ। ସେ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।

ଯିଶାଇୟ 25:10

ଏହି ପର୍ବତ ଉପ ରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହବେ। ମାତ୍ର ଖାତକୁଣ୍ଡ ରେ କୁଟା ଦଳିତ ହେଲାପରି ମାୟୋବ ନିଜ ସ୍ଥାନ ରେ ଦଳିତ ହବେ।

ଯିଶାଇୟ 63:3

ସେ ଉତ୍ତର କରନ୍ତି, ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ଯରୁ ଆମ୍ଭ ସଙ୍ଗେ କହେି ନ ଥିଲେ। ଆମ୍ଭେ ନିଜର କୋରଧ ରେ ସମାନଙ୍କେୁ ଦଳନ କଲୁ ଓ ନିଜର କୋପ ରେ ସମାନଙ୍କେୁ ମର୍ଦ୍ଦନ କଲୁ। ଏଣୁ ସମାନଙ୍କେର ପ୍ରାଣ ରକ୍ତର ଛିଟା ରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସହେି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।

ରୋମୀୟଙ୍କ ପ୍ରତି ପତ୍ର 16:20

ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:10

କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:14

ପରମେଶ୍ବର ହେଉଛନ୍ତି ଧନ୍ଯ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭ ବିଜୟ ଅଭିଯାନ ରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ଯମ ରେ ସେ ପ୍ରେତ୍ୟକକ ସ୍ଥାନ ରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 6:10

ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।

Interlinear

Choose Theme