Home Bibles ଗୀତସଂହିତା 106:39 · ଓଡ଼ିଆ ବାଇବେଲ
ଗୀତସଂହିତା 106:39 · ଓଡ଼ିଆ ବାଇବେଲ

ତଣେୁ ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର କାର୍ୟ୍ଯଦ୍ବାରା ଅପବିତ୍ର ହାଇେଥିଲେ। ପରମେଶ୍ବରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ବାସୀ ହେଲେ ନାହିଁ। ଅନ୍ୟ ଦେଶୀଯ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ଯ ସପରେି କାର୍ୟ୍ଯ କଲେ।

Cross references

ଯାତ୍ରା ପୁସ୍ତକ 34:16

ତୁମ୍ଭମାନେେ ସମାନଙ୍କେର କନ୍ଯାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ଯାଗଣ ସମାନଙ୍କେର ଦବଗେଣମାନଙ୍କର ଅନୁଗାମୀ ହାଇେଥିବେ। ସମାନେେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦବେତାମାନଙ୍କର ଅନୁଗାମୀ କରାଇ ପାରନ୍ତି।

ଲେବୀୟ ପୁସ୍ତକ 17:7

ତହିଁରେ ସମାନେେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ଯଭିଚାର କରୁଅଛନ୍ତି, ସମାନଙ୍କେ ଉଦ୍ଦେଶ୍ଯ ରେ ଆଉ ବଳିଦାନ କରିବେ ନାହିଁ। ଏହା ସମାନଙ୍କେର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।

ଲେବୀୟ ପୁସ୍ତକ 20:5

ତବେେ ମୁଁ ସହେି ଲୋକ ବିରୁଦ୍ଧ ରେ ଓ ତା'ର ବଂଶ ବିରୁଦ୍ଧ ରେ ୟିବି, ସମେନଙ୍କର ମାେଲକ୍ ଦବେତା ସହିତ ଜଡିତ ହବୋ କାରଣରୁ, ତା'ର ଦେଶବାସୀଠରୁ ତାକୁ ଓ ତା'ର ଅସୁସରଣକାରୀମାନଙ୍କୁ ଦୁ ରଇେ ରଖିବି।

ଗଣନା ପୁସ୍ତକ 15:39

ତୁମ୍ଭମାନେେ ଯେପରି ସହେି ଝାଲର ଏକାଠି ବନ୍ଧା ହାଇେଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ଯଭିଚାର କର ନାହିଁ।

ଯିଶାଇୟ 24:5

ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସମାନେେ ପରମେଶ୍ବର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସମାନେେ ପରମେଶ୍ବରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାଁନ୍ତି। ଅନନ୍ତକାଳସ୍ଥାଯୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି।

ଯିଶାଇୟ 59:3

ତୁମ୍ଭମାନଙ୍କ ହସ୍ତ ରକ୍ତ ରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧ ରେ ଅଶୁଚି ହାଇେଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ଯା କରିଅଛି ଓ ଜିହ୍ବା ଦୁଷ୍ଟତା ବକି ଅଛି।

ଯିରିମିୟ 3:1

ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ଯାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ଯାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତବେେ ତା'ର ସ୍ବାମୀ କ'ଣ ପୁନର୍ବାର ତାହା ନିକଟକୁ ଆସିବ ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତବେେ ସହେି ଦେଶ ଅତ୍ଯନ୍ତ 'ଅଶୁଚି' ହବେ। ହେ ଯିହୁଦା, ତୁମ୍ଭେ ଅନକେ ଉପପତି ସଙ୍ଗେ ବ୍ଯଭିଚାର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫରେି ଆସିବାକୁ ଚାହୁଁଛ। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 3:6

ଯିହୁଦା ରେ ଯୋଶିୟଯ ରାଜାଙ୍କ ଶାସନ କାଳ ରେ, ସଦାପ୍ରଭୁ ମାେତେ କହିଲେ, ବିପଥଗାମିନୀ ଇଶ୍ରାୟେଲ ଯାହା କରିଅଛ, ତାହା କ'ଣ ତୁମ୍ଭେ ଦେଖିଅଛ ? ସେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ୟାଇ ବ୍ଯଭିଚାର କରିଅଛି।

ଯିହିଜିକଲ 16:15

କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।

ଯିହିଜିକଲ 20:18

ଏବଂ ମରୁଭୂମିରେ ସମାନଙ୍କେର ପୁତ୍ରଗଣଙ୍କୁ କହିଲି, ତୁମ୍ଭମାନେେ ନିଜ ପିତୃଗଣଙ୍କ ବିଧି ଅନୁସାରେ ଚାଲ ନାହିଁ। ସମାନଙ୍କେର ବ୍ଯବସ୍ଥା ସକଳ ମାନ ନାହିଁ, ସମାନଙ୍କେ ପ୍ରତିମାଗଣ ଦ୍ବାରା ନିଜକୁ ଅଶୁଚି କର ନାହିଁ।

ଯିହିଜିକଲ 20:30

ପରମେଶ୍ବର କହିଲେ, ଇଶ୍ରାୟେଲର ଲୋକମାନଙ୍କୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ପଚାରନ୍ତି, ପିତୃପୁରୁଷମାନଙ୍କ ପରି କାର୍ୟ୍ଯ କରି ମୂର୍ତ୍ତିମାନଙ୍କ ସହିତ ବ୍ଯଭିଚାରୀତା କରି ତୁମ୍ଭମାନେେ କ'ଣ ନିଜକୁ ଅଶୁଚି କରୁ ନାହଁ ଓ ସମାନଙ୍କେର ଘୃଣ୍ଯ ମୂର୍ତ୍ତିମାନଙ୍କ ଦ୍ବାରା ବ୍ଯଭିଚାରୀ ହେଉଅଛ ?

ଯିହିଜିକଲ 20:43

ଆଉ ସହେି ସ୍ଥାନ ରେ ତୁମ୍ଭମାନେେ ନିଜକୁ ଅଶୁଚି କରିଅଛ ଓ ନିଜର ଆଚାର ବ୍ଯବହାର, କ୍ରିଯାସକଳସବୁ ସ୍ମରଣ କରି ନିଜର କୃତ ସମସ୍ତ କୁକ୍ରିଯା ହତେୁ ତୁମ୍ଭମାନେେ ଲଜ୍ଜିତ ହବେ।

ଯିହିଜିକଲ 22:3

ଏବଂ ତୁମ୍ଭେ ଏହାକୁ କହିବ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି। ହେ ନଗରୀ, ୟିଏ ଏହା ମଧିଅରେ ରକ୍ତପାତ କରେ, ସେ ତା'ର ନିଜର ଅବସାନ ଆଣେ ଏବଂ ଏହା ନିଜର ଶଷେ ଆଣେ ଯେ, ନିଜ ପାଇଁ ମୂର୍ତ୍ତି ତିଆରି କରେ, ତାହା ଏହାକୁ କଳୁଷିତ କରେ।

ଯିହିଜିକଲ 23:3

ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।

ଯିହିଜିକଲ 36:17

ହେ ମନୁଷ୍ଯ ପୁତ୍ର, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ଦେଶ ରେ ବାସ କଲେ, ଇଶ୍ରାୟେଲର ପରିବାର ସମାନଙ୍କେର କୁକର୍ମ ଦ୍ବାରା ତାହାକୁ ଅଶୁଚି କଲେ। ସମାନଙ୍କେର ଆଚରଣ ସ୍ତ୍ରୀ ଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ଯ ଥିଲା।

ହୋଶେୟ 9:1

ହେ ଇଶ୍ରାୟେଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସି ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ଯବହାର କଲ ଓ ପରମେଶ୍ବରଙ୍କୁ ଭୁଲିଗଲ। ତୁମ୍ଭମାନେେ ପ୍ରତି ଶସ୍ଯଖଳା ରେ ୟୌନ ଅପରାଧମୂଳକ ପାପ କଲ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:1

ସାତଦୂତଙ୍କ ମଧ୍ଯରୁ ଯେଉଁମାନେ ସାତାଟେି ପାତ୍ର ଧାରଣ କରିଥିଲେ, ସମାନଙ୍କେ ମଧ୍ଯରୁ ଜଣେ ମାେ ନିକଟକୁ ଆସି ମାେତେ କହିଲେ, ଆସ ପ୍ରସିଦ୍ଧ ବେଶ୍ଯାକୁ କ'ଣ ଦଣ୍ଡ ଦିଆୟିବ, ତାହା ମୁଁ ତୁମ୍ଭକୁ ଦଖାଇବେି। ସେ ବହୁତ ଜଳରାଶି ଉପରେ ବସିଛି।

Interlinear

Choose Theme