Home Bibles ଗୀତସଂହିତା 106:31 · ଓଡ଼ିଆ ବାଇବେଲ
ଗୀତସଂହିତା 106:31 · ଓଡ଼ିଆ ବାଇବେଲ

ପରମେଶ୍ବର ଜାଣିଲେ ପୀନହସ୍ ସୁକର୍ମ କଲା। ପରମେଶ୍ବର ତାଙ୍କୁ ଅନନ୍ତକାଳ ମନେ ରଖିଲେ।

Cross references

ଆଦି ପୁସ୍ତକ 15:6

ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ବାସ କଲେ ଏବଂ ପରମେଶ୍ବର ତା'ର ବିଶ୍ବାସକୁ ଧାର୍ମିକତା କାର୍ୟ୍ଯ ବୋଲି ବିବଚେନା କଲେ।

ଗଣନା ପୁସ୍ତକ 25:10

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

ଗଣନା ପୁସ୍ତକ 25:11

ପୀନହସ ଯାଜକ ହାରୋଣର ନାତି ଏବଂ ଇଲିଯାସରର ପୁତ୍ର ଇଶ୍ରାୟେଲର ଲୋକମାନଙ୍କ ଉପରେ କୋର୍ଧ ଦଖାଇବୋ ପାଇଁ ମାେତେ ଅଟକାଇଲେ। ମାେତେ କୋରଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ ସେଥି ରେ ବ୍ଯତିବ୍ଯସ୍ତ ହାଇଗେଲେ। ତେଣୁ ମୁଁ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ହତ୍ଯା କଲି ନାହିଁ।

ଗଣନା ପୁସ୍ତକ 25:13

ତହୁଁ ତାପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ବର ନିଯମ ରହିବ। କାରଣ ସେ ଆପଣା ପରମେଶ୍ବରଙ୍କ ପକ୍ଷ ରେ କୋର୍ଧଭାବ ପ୍ରକାଶ କଲା ଓ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପ୍ରାଯଶ୍ଚିତ କଲା।

ଦିତୀୟ ବିବରଣ 24:13

ସେ ଯେପରି ଆପଣା ବସ୍ତ୍ର ଘନେି ଶଯନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ୟ୍ଯାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ଯ ତାହାକକ୍ସ୍ଟ ଅବଶ୍ଯ ଫରୋଇ ଦବେ। ତହିଁରେ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସାକ୍ଷାତ ରେ ତକ୍ସ୍ଟମ୍ଭ ପ୍ରତି ଧାର୍ମୀକତା ହବେ।

ମାର୍କଲିଖିତ ସୁସମାଚାର 14:3

ଯୀଶୁ ବେଥନିଆ ରେ କୁଷ୍ଠ ରୋଗୀ ଶିମାନଙ୍କେ ଘ ରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀ ଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ପଟିକ ସିଲଖଡି ପାତ୍ର ରେ ବହୁମୁଲ୍ଯ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି କଟାମାଂସରୁ ତିଆରି ହାଇେଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖାଲିଦେଇେ ସବୁତକ ଅତର ଯୀଶୁଙ୍କ ମୁଣ୍ଡ ରେ ଢାଳି ଦଲୋ।

Interlinear

Choose Theme