Home Bibles ଗୀତସଂହିତା 104:22 · ଓଡ଼ିଆ ବାଇବେଲ
ଗୀତସଂହିତା 104:22 · ଓଡ଼ିଆ ବାଇବେଲ

ସୂର୍ୟେ୍ଯାଦଯ ହେଲେ ସମାନେେ ନିଜ ନିଜ ବସାକୁ ଚାଲିୟାନ୍ତି। ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।

Cross references

ଆୟୁବ ପୁସ୍ତକ 24:13

କେତକେ ଲୋକ ଆଲୁଅ ବିରୁଦ୍ଧ ରେ ବିଦ୍ରୋହ ଘାଷେଣା କରନ୍ତି। ସମାନେେ ଜାଣିପାରନ୍ତି ନାହିଁ ପରମେଶ୍ବର କ'ଣ ଚାହାଁନ୍ତି ? ପରମେଶ୍ବର ଚାହୁଁଥିବା ରାସ୍ତା ରେ ସମାନେେ ଚାଲନ୍ତି ନାହିଁ।

ଆୟୁବ ପୁସ୍ତକ 37:8

ପଶୁମାନେ ସମାନଙ୍କେ ଆଶ୍ରଯସ୍ଥଳକୁ ଦୌଡ଼ି ପଳାନ୍ତି ଓ ସଠାେରେ ରୁହନ୍ତି।

ନାହୂମ 3:17

ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ଯ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସମାନେେ ଶୀତଦିନ ରେ କାନ୍ଥ ରେ ବାସ କରନ୍ତି। କିନ୍ତୁ ଯେତବେେଳେ ସୂର୍ୟ୍ଯ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସହେି ପଙ୍ଗପାଳମାନେ ଉଡି ପଳାନ୍ତି। ଏବଂ କହେି ଜାଣନ୍ତି ନାହିଁ ସମାନେେ କେଉଁ ଆଡକୁ ୟାଇଛନ୍ତି।

ଯୋହନଲିଖିତ ସୁସମାଚାର 3:20

ମନ୍ଦକାର୍ୟ୍ଯ କରୁଥିବା ପ୍ରେତ୍ୟକକ ଲୋକ ଆଲୋକକୁ ଘୃଣା କରେ। ସେ କବେେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ୟ୍ଯ ଗୁଡିକୁ ଦଖାଇେ ଦବେ।

Interlinear

Choose Theme