ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି। ସହେି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ଯରୁ ବିତାଡ଼ିତ କର।
Cross references
ସଦାପ୍ରଭୁ ଚିରଦିନ ରାଜତ୍ବ କରିବେ।
ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଅନ୍ୟ ଦେଶକକ୍ସ୍ଟ ଧ୍ବଂସ କରିଛନ୍ତି। କିନ୍ତୁ ତୁମ୍ଭମାନେେ ଯଦି ଅନ୍ୟ ଦବେତାଗଣଙ୍କକ୍ସ୍ଟ ମାନ, ତବେେ ଅନ୍ୟ ଲୋକମାନଙ୍କ ପରି ସେ ତୁମ୍ଭମାନଙ୍କୁ ଧ୍ବଂସ କରିବେ। କାରଣ ତୁମ୍ଭମାନେେ ତାଙ୍କର ଆଜ୍ଞା ମାନିଲ ନାହିଁ।
ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।
ତୁମ୍ଭେ ସହେି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ। ହେ ସଦାପ୍ରଭୁ, ତୁମ୍ଭେ ସହେି ଦୁଷ୍ଟ ଲୋକଙ୍କୁ ମଧ୍ଯ ଧ୍ବଂସ କରିଛ। ତୁମ୍ଭେ ସହେି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦଇେଛ। ଆଜି ସହେିମାନଙ୍କ ମଧ୍ଯରୁ କହେି ଜୀବିତ ନାହାନ୍ତି।
ସଦାପ୍ରଭୁ ଏ ପୃଥିବୀର ସବୁ ମଣିଷ ପ୍ରତି ସମାନ ବିଚାର ପ୍ରଦର୍ଶନ କରନ୍ତି। ସେ ସବୁ ରାଜ୍ଯମାନଙ୍କ ପ୍ରତି ସମାନ ନ୍ଯାଯ ପ୍ରଦାନ କରନ୍ତି।
ଅନ୍ୟ ରାଜ୍ଯର ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ୟନ୍ତା ବସାନ୍ତି। କିନ୍ତୁ ସମାନେେ ନିଜେ ବସାଇ ଥିବା ୟନ୍ତାରେ ପଡ଼ନ୍ତି। ସହେି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥାଆନ୍ତି କିନ୍ତୁ ଶଷେରେ ସମାନେେ ନିଜେ ସହେି ଜାଲରେ ଧରାପଡ଼ନ୍ତି।
ଯେଉଁମାନେ ମାେ ବିରୁଦ୍ଧରେ ଲାଗିଛନ୍ତି, ସମାନଙ୍କେଠାରୁ ମାେତେ ରକ୍ଷା କର। ମାେତେ ସହେି ସବୁ ରାଜ୍ଯର ନେତା କର। ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସମାନେେ ମାରେ ସବୋ କରିବେ।
ସଦାପ୍ରଭୁ ହେଉଛନ୍ତି ବନ୍ଯା ସମଯରେ ରାଜା ତୁଲ୍ଯ ଓ ସଦାପ୍ରଭୁ ଅନନ୍ତକାଳ ରାଜା ହାଇେ ରହିବେ।
ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ଯକୁ ସମାନଙ୍କେଠାରୁ ଛଡ଼ାଇ ନଇେ ତାହା ଆମ୍ଭମାନଙ୍କୁ ଦଇେଅଛ। ତୁମ୍ଭେ ସହେି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସମାନଙ୍କେୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ଯ କରିଛ।
ପରମେଶ୍ବର ଅନ୍ୟ ଜାତିମାନଙ୍କୁ ସହେି ଭୂମିରୁ ବିତାଡ଼ିତ କଲେ। ପରମେଶ୍ବର ସହେି ଭୂମିରୁ ପ୍ରେତ୍ୟକକଙ୍କୁ ତାଙ୍କର ଅଂଶ ଦେଲେ। ସେ ଇଶ୍ରାୟେଲର ପରିବାରବର୍ଗକୁ ସମାନଙ୍କେ ତମ୍ବୁରେ ରହିବାକୁ ଦେଲେ।
ସଦାପ୍ରଭୁ ରାଜା ଅଟନ୍ତି। ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି। ସେ ନିଜ କଟିରେ ସମଗ୍ର ବିଶା୍ବସକୁ ଧରିଛନ୍ତି। ଏହା ୟପରେି ଟଳମଳ ହାଇେ ନ ୟାଏ।
ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାଯୀ ରହିବ। ତୁମ୍ଭେ ଅନନ୍ତକାଳ ରାଜତ୍ବ କରିବ। ସଦାପ୍ରଭୁଙ୍କ ଉପରେ ବିଶ୍ବାସ କରାୟାଇ ପାରିବ, ୟାହା ସେ କୁହନ୍ତି। ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ବସ୍ତ।
ସଦାପ୍ରଭୁ ଚିରକାଳ ରାଜ୍ଯ କରିବେ। ହେ ସିୟୋନ, ତୁମ୍ଭର ପରମେଶ୍ବର ସଦାସର୍ବଦା ରାଜ୍ଯ କରିବେ। ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭମାନେେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭମାନେେ ତୁମ୍ଭର ଜାହାଜକୁ ଖାଲିବୋକୁ କ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ଯବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ।