Home Bibles ହିତୋପଦେଶ 7:26 · ଓଡ଼ିଆ ବାଇବେଲ
ହିତୋପଦେଶ 7:26 · ଓଡ଼ିଆ ବାଇବେଲ

ସେ ଅନକଙ୍କେୁ କ୍ଷତବିକ୍ଷତ କରିଅଛି। ସେ ମଧ୍ଯ ଅନକଙ୍କେୁ ହତ୍ଯା କରିଅଛି।

Cross references

ବିଚାରକର୍ତାମାନଙ୍କ ବିବରଣ 16:21

ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ତାଙ୍କର ଆଖିକକ୍ସ୍ଟ ଉପାଡି ଦେଲେ। ପକ୍ସ୍ଟଣି ତାଙ୍କୁ ଘସାକକ୍ସ୍ଟ ଆଣି ପିତ୍ତଳ ବେଢି ରେ ତାଙ୍କୁ ବାନ୍ଧି ରେ। ଆଉ ସେ କାରାଗାର ରେ ଚକି ପେଶିଲେ।

ଦିତୀୟ ଶାମୁୟେଲ 3:6

ଶାଉଲ ବଂଶ ଓ ଦାଉଦ ବଂଶ ୟକ୍ସ୍ଟଦ୍ଧ ଲାଗିବା ସମୟରେ ଅବନର ଶାଉଲଙ୍କ ଗୃହ ମଧିଅରେ ନିଜକକ୍ସ୍ଟ ବଳବାନ୍ କଲା।

ଦିତୀୟ ଶାମୁୟେଲ 3:27

ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।

ଦିତୀୟ ଶାମୁୟେଲ 12:9

ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକକ୍ସ୍ଟ ଅବଜ୍ଞା କଲ? ସେ ଯାହା ଭୂଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀଯ ଊରିଯକକ୍ସ୍ଟ ମାରି ତା' ସ୍ତ୍ରୀକକ୍ସ୍ଟ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅେମ୍ମାନୀୟମାନଙ୍କ ଖଣ୍ତାଦ୍ବାରା ଊରିଯକକ୍ସ୍ଟ ମାରି ଅଛ।

ପ୍ରଥମ ରାଜାବଳୀ 11:1

ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।

ନିହିମିୟା 13:26

ଇଶ୍ରାୟେଲର ରାଜା ଶଲୋମନ କ'ଣ ଏପରି କାର୍ୟ୍ଯ କରି ପାପ କରି ନ ଥିଲେ? ଅନକେ ରାଷ୍ଟ୍ର ବା ଜାତି ମଧିଅରେ ତାଙ୍କପରି ରାଜା କହେି ନ ଥିଲେ ଓ ସେ ଆପଣା ପରମେଶ୍ବରଙ୍କ ପ୍ରିଯପାତ୍ର ଥିଲେ। ପରମେଶ୍ବର ତାହାଙ୍କୁ ସମଗ୍ର ଇଶ୍ରାୟେଲ ଉପରେ ରାଜା କଲେ। ତଥାପି ବିଦେଶୀଯ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ।

ହିତୋପଦେଶ 2:18

ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ଯୁ ଆଡ଼କୁ ଗଡ଼ଇବେ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗଇେ ନବେ।

ହିତୋପଦେଶ 6:33

ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା'ର କଳଙ୍କ ମାର୍ଜିତ ହବେ ନାହିଁ।

ହିତୋପଦେଶ 23:28

ଜଣେ ଖରାପ ସ୍ତ୍ରୀ ଲୋକ ଚୋର ପରି ଆକସ୍ମିକ ଆକ୍ରମଣ କରେ, ସେ ମନୁଷ୍ଯମାନଙ୍କ ମଧିଅରେ ଅବିଶ୍ବାସୀମାନଙ୍କର ସଂଖ୍ଯା ବଢ଼ାଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:8

ସମାନଙ୍କେ ଭିତରୁ ଯେପରି କେତକେ ୟୌନଗତ ପାପ କଲେ, ଆମ୍ଭେ ସଭେଳି କବେେ କରିବା ନାହିଁ। ସମାନେେ ପାପ କରିଥିବା ହତେୁରୁ ସମାନଙ୍କେ ଭିତରୁ 23,000 ଲୋକ ଗୋଟିଏ ଦିନ ରେ ମରିଗଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:21

ମୁଁ ଭୟ କରୁଛି ଯେ ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ସେତବେେଳେ ତୁମ୍ଭମାନଙ୍କ ଆଗ ରେ ମାରେ ପରମେଶ୍ବର ମାେତେ ଲଜ୍ଜା ନ ଦିଅନ୍ତୁ। ଯେ ହତେୁ ତୁମ୍ଭମାନଙ୍କ ଭିତରୁ ଅନକେେ ପାପ କରିଥିବାରୁ, ମୁଁ ଦୁଃଖିତ ହବେି। କାରଣ ସହେି ଲୋକମାନେ ସମାନଙ୍କେର ପାପର ଜୀବନ ନିମନ୍ତେ ଦୁଃଖିତ ହାଇେ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସମାନଙ୍କେର ୟୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ୟ୍ଯ କରୁ ଥିବାରୁ, ମାେତେ ଶାେକ କରିବାକୁ ପଡ଼ିବ।

ପିତରଙ୍କ ପ୍ରଥମ ପତ୍ 2:11

ପ୍ରିୟ ମିତ୍ରଗଣ, ତୁମ୍ଭମାନେେ ଏହି ଜଗତ ରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂର ରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧ ରେ ସଂଘର୍ଷ କରନ୍ତି।

Interlinear

Choose Theme