ହିତୋପଦେଶ 6:5 · ଓଡ଼ିଆ ବାଇବେଲ
ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ଯାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ରହିୟାଆନ୍ତି।
Cross references
ଗୀତସଂହିତା 11:1
ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରଯ ନିଏ। ତଣେୁ କାହିଁକି ମାେତେ ଲୁଚିବାକୁ କହୁଅଛ, ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିୟାଅ ?
ଗୀତସଂହିତା 91:3
ପରମେଶ୍ବର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
ଗୀତସଂହିତା 124:7
ଆମ୍ଭମାନେେ ହେଉଛୁ ଜାଲରେ ପଡ଼ିଥିବା ଚଢ଼ଇମାନଙ୍କେ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା'ନ୍ତି। ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭମାନେେ ରକ୍ଷା ପାଇଗଲୁ।
ହିତୋପଦେଶ 1:17
ପକ୍ଷୀମାନଙ୍କୁ ଧରିବା ପାଇଁ ଲୋକମାନେ ଜାଲ ବିଛାଇ ଥାନ୍ତି। କିନ୍ତୁ କୌଣସି ପକ୍ଷୀ ଆଗ ରେ ଜାଲ ବିଛାଇବା ବ୍ଯର୍ଥ ଅଟେ।