Home Bibles ହିତୋପଦେଶ 6:4 · ଓଡ଼ିଆ ବାଇବେଲ
ହିତୋପଦେଶ 6:4 · ଓଡ଼ିଆ ବାଇବେଲ

ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ୟାଅ ନାହିଁ।

Cross references

ଗୀତସଂହିତା 55:7

ଦେଖ ! ତବେେ ମୁଁ ଦୂରରୁ ଭ୍ରମଣ କରି ମୁଁ ମରୁଭୂମି ମଧ୍ଯକୁ ପଳାନ୍ତି।

ଗୀତସଂହିତା 132:4

ମୁଁ ଶଯନ କରିବି ନାହିଁ। ମୁଁ ମାରେ ଚକ୍ଷୁକୁ ବିଶ୍ରାମ ଦବେି ନାହିଁ।

ହିତୋପଦେଶ 6:10

ଅଳସୁଆମାନେ କହନ୍ତି, ଆଉ ଟିକିଏ ଶାଇେବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ୟିବା ପାଇଁ ଭିଡ଼ିମାେଡ଼ି ହୁଏ।

ଉପଦେଶକ 9:10

ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

ମାଥିଉଲିଖିତ ସୁସମାଚାର 24:17

ସେତବେେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ ନୁହେଁ। ସେତବେେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲଇେ ନଆସୁ।

ମାର୍କଲିଖିତ ସୁସମାଚାର 13:35

ଏଣୁ ତୁମ୍ଭମାନେେ ମଧ୍ଯ ସର୍ବଦା ପ୍ରସ୍ତୁତ ହାଇେ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତବେେଳେ ଯେ ଆସି ପହଁଞ୍ଚିଯିବେ। ସନ୍ଧ୍ଯା ବେଳେ, ଅଧରାତି ରେ, ପାହାନ୍ତିଆ ରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି।

ଯୋହନଲିଖିତ ସୁସମାଚାର 5:4

ଏହାର କାରଣ, ଜଣେ ସ୍ବର୍ଗଦୂତ ବେଳବେଳେ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତବେେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହାଇେ ଯାଉଥିଲା।

Interlinear

Choose Theme