Home Bibles ଯିଶାଇୟ 5:22 · ଓଡ଼ିଆ ବାଇବେଲ
ଯିଶାଇୟ 5:22 · ଓଡ଼ିଆ ବାଇବେଲ

ସସମାଲନ ଦ୍ରାକ୍ଷାରସ ପାନ କରିବାସର ପ୍ରସିଦ୍ଧ ଓ ମଦ୍ଯ ମିଶ୍ରିତ କରିବାସର ଦକ୍ଷ।

Cross references

ପ୍ରଥମ ରାଜାବଳୀ 20:16

ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।

ହିତୋପଦେଶ 23:19

ହେ ମାରେ ପୁତ୍ର, ଶୁଣ, ଜ୍ଞାନୀ ହୁଅ। ପୁଣି ତୁମ୍ଭ ମନକୁ ସତ୍ଯପଥରେ କଢ଼ାଇ ନିଅ।

ହିତୋପଦେଶ 31:5

ଯଦି ସମାନେେ ପାନ କରନ୍ତି, ସମାନେେ ସବୁ ନିଯମ ଭୁଲି ୟାଆନ୍ତି ଏବଂ ଗରୀବ ଲୋକମାନଙ୍କ ବିପକ୍ଷ ରେ ନ୍ଯାଯ କରନ୍ତି।

ଯିଶାଇୟ 5:11

ତୁମ୍ଲଭମାଲନ ସୁରାପାନ କରିବାକୁ ଅତି ପ୍ରଭାତସର ଉଠ, ବିଳମ୍ବ ରାତ୍ରି ପର୍ୟ୍ଯନ୍ତ ଉଜାଗର ରହି ସୁରାସର ଉନ୍ମତ୍ତ ହୁଅ।

ଯିଶାଇୟ 28:1

ଶମରିଯାକୁ ଚାହଁ ! ଇଫ୍ରଯିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପ ରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସହେି ନଗରୀକୁ ଶମରିଯାମାନେ ରମଣୀଯ ପୁଷ୍କର ମୁକୁଟ' ସଦୃଶ, ମାତ୍ର ସହେି ଭୂଷଣ ସ୍ବରୂପ ସୁନ୍ଦର ପୁଷ୍ପ ମ୍ଲାନ ହବେ।

ଯିଶାଇୟ 28:7

ମାତ୍ର ବର୍ତ୍ତମାନ ସହେି ପ୍ରାଚୀନ ବ୍ଯକ୍ତିଗଣ ଦ୍ରାକ୍ଷାରସ ରେ ଭ୍ରାନ୍ତ ହାଇେଛନ୍ତି ଓ ସୁରାପାନ ରେ ବିପଥଗାମୀ ହାଇେଛନ୍ତି। ଯାଜକ ଓ ଭବିଷ୍ଯଦ୍ବକ୍ତା ସୁରାପାନ ଦ୍ବାରା ବିଭ୍ରାନ୍ତ ହାଇେଛନ୍ତି। ଦ୍ରାକ୍ଷାରସ ସମାନଙ୍କେୁ ଗ୍ରାସ କରିଅଛି ଓ ସମାନେେ ସୁରାପାନ ଦ୍ବାରା ବିପଥରେ ୟାଇଛନ୍ତି। ସମାନେେ ଦର୍ଶନ ରେ ଭ୍ରାନ୍ତ ହୁଅନ୍ତି ଓ ବିଚାର ରେ ଝୁଣ୍ଟି ପଡ଼ନ୍ତି।

ଯିଶାଇୟ 56:12

ପ୍ରେତ୍ୟକକ କୁହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନ ରେ ମତ୍ତ ହବୋ ; ପୁନଶ୍ଚ ଆଜି ଯେପରି ହବେ କାଲି ମଧ୍ଯ ସହେିପରି ହବେ ଏବଂ ତାହା ଅପରିମିତ ମହାଦିନ ହବେ।'

ହବକକୂକ 2:15

ତୁମ୍ଭକୁ ଧିକ୍, ଯେଉଁମାନେ ପଡୋଳୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସହେି ଦ୍ରାକ୍ଷାରସ ରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖିପାରିବ।

Interlinear

Choose Theme