Home Bibles ହିତୋପଦେଶ 30:25 · ଓଡ଼ିଆ ବାଇବେଲ
ହିତୋପଦେଶ 30:25 · ଓଡ଼ିଆ ବାଇବେଲ

ପିମ୍ପୁଡ଼ି ଜାତି ଦୁର୍ବଳ ଅଟନ୍ତି, ମାତ୍ର ଅତିଶଯ ଜ୍ଞାନବାନ, ସମାନେେ ଗ୍ରୀଷ୍ମ ସମୟରେ ସମାନଙ୍କେର ଖାଦ୍ୟ ସଞ୍ଚଯ କରି ରଖନ୍ତି।

Cross references

ହିତୋପଦେଶ 6:6

ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।

ହିତୋପଦେଶ 6:8

ସମାନେେ ଗ୍ରୀଷ୍ମକାଳ ରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳ ରେ ପ୍ରଚୁର ପରିମାଣ ରେ ସମାନେେ ଖାଦ୍ୟ ସଂଗୃହୀତ କରିଥାନ୍ତି।

ହିତୋପଦେଶ 10:5

ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ଯ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ଯକ୍ତି ଏହି ସମୟରେ ଶାଇେପଡ଼େ, ତାହା ଲଜ୍ଜାଜନକ।

Interlinear

Choose Theme