Home Bibles ହିତୋପଦେଶ 10:5 · ଓଡ଼ିଆ ବାଇବେଲ
ହିତୋପଦେଶ 10:5 · ଓଡ଼ିଆ ବାଇବେଲ

ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ଯ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ଯକ୍ତି ଏହି ସମୟରେ ଶାଇେପଡ଼େ, ତାହା ଲଜ୍ଜାଜନକ।

Cross references

ହିତୋପଦେଶ 6:6

ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।

ହିତୋପଦେଶ 6:8

ସମାନେେ ଗ୍ରୀଷ୍ମକାଳ ରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳ ରେ ପ୍ରଚୁର ପରିମାଣ ରେ ସମାନେେ ଖାଦ୍ୟ ସଂଗୃହୀତ କରିଥାନ୍ତି।

ହିତୋପଦେଶ 12:4

ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।

ହିତୋପଦେଶ 17:2

ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜ୍ଯାଜନକ ପୁତ୍ର ଉପ ରେ କତ୍ତୃର୍ତ୍ବ କରେ। ପୁଣି ଭାଇମାନଙ୍କ ସଙ୍ଗ ରେ ସମ୍ପତ୍ତି ବାଣ୍ଟ ପାଏ।

ହିତୋପଦେଶ 19:26

ଯେଉଁ ପୁତ୍ର ଆପଣା ପିତାର ଧନ ଚେୀରୀ କରେ ଏବଂ ଆପଣା ମାତାକୁ ତଡ଼ିଦିଏ ଗୋଟିଏ ଲଜ୍ଜ୍ଯାକର ଓ ଅପମାନ ଜନକ ପୁତ୍ର ଅଟେ।

ହିତୋପଦେଶ 27:25

ଘାସ କଟା ହେଲେ କଅଁଳ ଘାସ ଜନ୍ମେ। ଆଉ ପର୍ବତମାନରୁ ତୃଣ ସଂଗୃହିତ ହୁଏ।

ହିତୋପଦେଶ 30:25

ପିମ୍ପୁଡ଼ି ଜାତି ଦୁର୍ବଳ ଅଟନ୍ତି, ମାତ୍ର ଅତିଶଯ ଜ୍ଞାନବାନ, ସମାନେେ ଗ୍ରୀଷ୍ମ ସମୟରେ ସମାନଙ୍କେର ଖାଦ୍ୟ ସଞ୍ଚଯ କରି ରଖନ୍ତି।

ଯିଶାଇୟ 55:6

ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।

Interlinear

Choose Theme