Home Bibles ହିତୋପଦେଶ 3:10 · ଓଡ଼ିଆ ବାଇବେଲ
ହିତୋପଦେଶ 3:10 · ଓଡ଼ିଆ ବାଇବେଲ

ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହବେ ଓ ତୁମ୍ଭ କୁଣ୍ଡ ରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।

Cross references

ଲେବୀୟ ପୁସ୍ତକ 26:2

ତୁମ୍ଭମାନେେ ଆମ୍ଭର ସ୍ବତନ୍ତ୍ର ବିଶ୍ରାମଦିବସ ପାଳନ କରିବ ଓ ଆମ୍ଭର ପବିତ୍ରସ୍ଥାନକୁ ସମ୍ମାନ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।

ଦିତୀୟ ବିବରଣ 14:29

ଏହି ଖାଦ୍ୟ ସକଳ ସହେି ଲବେୀୟ ଲୋକମାନଙ୍କର, କାରଣ ସମାନଙ୍କେର କୌଣସି ନିଜସ୍ବ ସଐତ୍ତି ନାହିଁ। ଏହି ଖାଦ୍ୟ ମଧ୍ଯ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃଲ୍ଗ ହବେେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 28:8

ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ୟ୍ଯ ରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଦଇେଥିବା ଦେଶ ଉପରେ ଆଶୀର୍ବାଦ କରିବେ।

ଦିତୀୟ ବଂଶାବଳୀ 31:10

ସାଦୋକ୍ ବଂଶର ମୁଖ୍ଯଯାଜକ ଅସରିଯ ହିଜକିଯଙ୍କୁ କହିଲେ, ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସହେି ସମୟଠାରୁ ଆମ୍ଭମାନେେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ଆମ୍ଭମାନେେ ଭୋଜନ କରିସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି ! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।

ହିତୋପଦେଶ 11:24

କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

ହିତୋପଦେଶ 19:17

ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶାଧେ କରିବେ।

ହିତୋପଦେଶ 22:9

ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେ ହତେୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।

ଉପଦେଶକ 11:1

ତୁମ୍ଭେ ଯେଉଁଠାକୁ ୟାଅ, ଉତ୍ତମ କାର୍ୟ୍ଯ କର। କିଛି ସମୟ ପ ରେ ତୁମ୍ଭେ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ ଫରେି ଆସିବ।

ଯୋୟେଲ 2:24

ତୁମ୍ଭମାନଙ୍କର ଖଳାସବୁ ଗହମ ରେ ପରିପୂର୍ଣ୍ଣ ହବେ ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡିକ ଦ୍ରାକ୍ଷାରସ ଓ ତୈଳ ରେ ଉଚ୍ଛୁଳି ପଡିବ।

ହଗୟ 2:19

ଖଳା ରେ ଆଉ ଶସ୍ଯ ଅଛି କି? ନାଁ, କୌଣସି ଶସ୍ଯ ଖଳା ରେ ନାହିଁ। ଦ୍ରାକ୍ଷାଲତାକୁ, ଡିମିରି ଗଛକୁ, ଡାଳିମ୍ବୂ ବୃକ୍ଷକୁ ଏବଂ ଅଲିଭ୍ ଗଛକୁ ଲକ୍ଷ୍ଯ କର। ସମାନେେ ଫଳ ଧାରଣ କରୁଛନ୍ତି କି? ନାଁ, ସେ ସବୁ ଧାରଣ କରୁନାହିଁନ୍ତି। କିନ୍ତୁ ଆଜିଠାରୁ ଦେଖ, ସଗେୁଡିକ ଉତ୍ତମ ଫଳ ଧାରଣ କରିବେ, କାରଣ ଆମ୍ଭେ ଆର୍ଶୀବାଦ କରିବା।

ମଲାଖୀ 3:10

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କ ଦ୍ରବ୍ଯର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ୟଦ୍ବାରା କି ତୁମ୍ଭର ଗୃହ ରେ ୟଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭମାନେେ ଏହି କାର୍ୟ୍ଯ କର, ଆମ୍ଭେ ଆକାଶର ଝରକାସବୁ ଖାଲିଦେବୋ ଏବଂ ତୁମ୍ଭେ ଉପ ରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରେତ୍ୟକକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭମାନେେ ଲାଭ କରିବ।

ମାଥିଉଲିଖିତ ସୁସମାଚାର 10:42

ଯଦି କହେି ଲୋକ ମାରେ ଏହି େଛାଟ ଓ ସରଳ ଶିଷ୍ଯମାନଙ୍କ ମଧ୍ଯରୁ କାହାରିକୁ ମାରେ ଶିଷ୍ଯ ବୋଲି କହି ସାହାର୍ୟ୍ଯ କରେ, ତବେେ ସେ ନିଶ୍ଚୟ ତାର ପୁରସ୍କାର ପାଇବ। ସେ ଯଦି ମାେ ଶିଷ୍ଯମାନଙ୍କୁ କାହାକୁ କବଳେ ଗିନାଏ ଥଣ୍ଡା ପାଣି ଦଇେଥାଏ, ତଥାପି ସେ ତାର ପୁରସ୍କାର ପାଇବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:6

ଏହି କଥାଟି ମନେ ରଖ ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ।

Interlinear

Choose Theme