Home Bibles ☰ Books ଯୋୟେଲ 2:24 · ଓଡ଼ିଆ ବାଇବେଲ
ଯୋୟେଲ 2:24 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କର ଖଳାସବୁ ଗହମ ରେ ପରିପୂର୍ଣ୍ଣ ହବେ ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡିକ ଦ୍ରାକ୍ଷାରସ ଓ ତୈଳ ରେ ଉଚ୍ଛୁଳି ପଡିବ।

Cross references

ଲେବୀୟ ପୁସ୍ତକ 25:19

ପୁଣି ଭୁମି ରେ ପ୍ରଚୁର ଶସ୍ଯ ଉତ୍ପନ୍ନ ହବେ। ତୁମ୍ଭମାନେେ ତୃପ୍ତି ରେ ଭୋଜନ କରିବ ଓ ଦେଶ ରେ ନିର୍ଭୟ ରେ ବାସ କରିବ।

ଲେବୀୟ ପୁସ୍ତକ 26:10

ତୁମ୍ଭମାନେେ ବହୁକାଳ ପର୍ୟ୍ଯନ୍ତ ପୁରାତନ ଶସ୍ଯକୁ ଭୋଜନ କରିବ। ପୁଣି ନୂତନ ଶସ୍ଯ ଅମଳ ବଳକେୁ ରଖିବା ପାଇଁ ପୁରାତନ ଶସ୍ଯକୁ ବାହାର କରିବା।

ହିତୋପଦେଶ 3:9

ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।

ଯିହିଜିକଲ 36:8

କିନ୍ତୁ ହେ ଇଶ୍ରାୟେଲର ପର୍ବତଗଣ, ତୁମ୍ଭମାନେେ ନିଶ୍ଚଯ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମାରେ ଇଶ୍ରାୟେଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସମାନଙ୍କେର ଆଗମନ ସମୟ ସନ୍ନିକଟ।

ଯୋୟେଲ 3:13

ଦାଆ ଆଣ କାରଣ ଶସ୍ଯ ପାଚିଅଛି। ଆସ, ଅଙ୍ଗୁର ଲତା ଉପ ରେ ଗ୍ଭଲ। କାରଣ ଦ୍ରାକ୍ଷାରସ ପରିପୂର୍ଣ୍ଣ ହାଇେଅଛି। କୁଣ୍ତଗୁଡିକ ଉଚ୍ଛୁଳି ପଡୁଛି, କାରଣ ସମାନଙ୍କେର ମନ୍ଦ କର୍ମ ବହୁତ ଅଧିକ।

ଯୋୟେଲ 3:18

ସହେିଦିନ ପର୍ବତଗୁଡିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ। ପାହାଡଗୁଡିକରୁ ଦୁଗ୍ଧ ପ୍ରବାହିତ ହବେ। ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡିକ ଜଳପୂର୍ଣ୍ଣ ହବେେ। ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହବେ। ତାହା ଶିଟୀମର ଉପତ୍ୟକାକୁ ଜଳମଯ କରିବ।

ଆମୋଷ 9:13

ସଦାପ୍ରଭୁ ପୁଣି କୁହନ୍ତି, ସମୟ ଆସୁଛି ଯେତବେେଳେ ପ୍ରଚୁର ଅମଳ ହବେ ଏବଂ ତାହା ଶସ୍ଯ ଲଗାଇବା ସମୟ ପର୍ୟ୍ଯନ୍ତ ମଧ୍ଯ କ୍ଷେତ୍ର ରେ ଥିବ। ଏତେ ଦ୍ରାକ୍ଷାଫଳ ହବେ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହାଇେ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।

ମଲାଖୀ 3:10

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କ ଦ୍ରବ୍ଯର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ୟଦ୍ବାରା କି ତୁମ୍ଭର ଗୃହ ରେ ୟଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭମାନେେ ଏହି କାର୍ୟ୍ଯ କର, ଆମ୍ଭେ ଆକାଶର ଝରକାସବୁ ଖାଲିଦେବୋ ଏବଂ ତୁମ୍ଭେ ଉପ ରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରେତ୍ୟକକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭମାନେେ ଲାଭ କରିବ।

Interlinear

Choose Theme