Home Bibles ☰ Books ହିତୋପଦେଶ 29:10 · ଓଡ଼ିଆ ବାଇବେଲ
ହିତୋପଦେଶ 29:10 · ଓଡ଼ିଆ ବାଇବେଲ

ରକ୍ତପାତ ପ୍ରିଯ ଲୋକମାନେ, ସିଦ୍ଧ ବ୍ଯକ୍ତିକୁ ଘୃଣା କରନ୍ତି। କିନ୍ତୁ ନ୍ଯାଯବାନ ଲୋକ ତା'ର ଜୀବନକୁ ରକ୍ଷା କରେ।

Cross references

ଆଦି ପୁସ୍ତକ 4:5

କିନ୍ତୁ ସଦାପ୍ରଭୁ କଯିନଙ୍କୁ ଓ ତାଙ୍କର ନବୈେଦ୍ଯକୁ ଗ୍ରହଣ କଲେ ନାହିଁ। ଏଣୁ କଯିନ ବହୁତ କୋରଧ ଏବଂ ଦୁଃଖ କଲା।

ପ୍ରଥମ ଶାମୁୟେଲ 15:11

ସଦାପ୍ରଭୁ କହିଲେ,ଶାଉଲ ମାେତେ ଅନକ୍ସ୍ଟସରଣ କରୁନାହିଁ। ତେଣୁ ଶାଉଲଙ୍କକ୍ସ୍ଟ ରାଜା କରିଥିବାରକ୍ସ୍ଟ ମୁ ଦକ୍ସ୍ଟଃଖିତ ଅଟେ। ସେ ମାରେ ଆଦେଶକକ୍ସ୍ଟ ଅବଜ୍ଞା କଲା। ଏଥି ରେ ଶାମକ୍ସ୍ଟଯଲେ କୋର୍ଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।

ପ୍ରଥମ ଶାମୁୟେଲ 20:31

ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।

ପ୍ରଥମ ଶାମୁୟେଲ 22:11

ତେଣୁ ରାଜା ଅହୀଟୂବର ପକ୍ସ୍ଟତ୍ର ଅହୀମଲକେ ଯାଜକକକ୍ସ୍ଟ ଓ ନୋବ ନିବାସୀ ତା'ର ପିତୃବଂଶିଯ ସମସ୍ତ ଯାଜକକକ୍ସ୍ଟ ଡାକିବା ପାଇଁ ଲୋକ ପଠାଇଲେ, ତହିଁରେ ସମସ୍ତେ ରାଜାଙ୍କ ନିକଟକକ୍ସ୍ଟ ଆସିଲେ।

ପ୍ରଥମ ରାଜାବଳୀ 21:20

ଏଲିଯ ଆହାବ୍ଙ୍କ ନିକଟକୁ ଗଲେ, ଆହାବ୍ ଏଲିଯଙ୍କୁ କହିଲେ, ତୁମ୍ଭେ ପୁଣି ମାେତେ ଦଖାେ ଦଲେ, ତୁମ୍ଭେ ସର୍ବଦା ମାରେ ବିରୁଦ୍ଧ ରେ ରହିଛ।

ପ୍ରଥମ ରାଜାବଳୀ 22:8

ତହୁଁ ଆହାବ୍ କହିଲେ, ଅନ୍ୟ ଜଣେ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ବିଷଯ ରେ ପଗ୍ଭରି ପାରୁ। ସେ ଇମ୍ଲର ପୁତ୍ର ମୀଖାଯ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମାେ ବିରୁଦ୍ଧ ରେ ଭବିଷ୍ଯତବାଣୀ କ ହେ। ସେ କବେେ ମାରେ ମଙ୍ଗଳ କଥା କ ହେ ନାହିଁ।

ଦିତୀୟ ବଂଶାବଳୀ 18:7

ଏହାପରେ ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ଏହିଠା ରେ ତଥାପି ଆହୁରି ଜଣେ ବ୍ଯକ୍ତି ଅଛନ୍ତି। ଆମ୍ଭମାନେେ ତାଙ୍କ ମାଧ୍ଯମ ରେ ସଦାପ୍ରଭୁଙ୍କୁ ପଚାରିପାରିବା। କିନ୍ତୁ ମୁଁ ସହେି ବ୍ଯକ୍ତିଙ୍କୁ ଘୃଣା କରେ, କାରଣ ସେ କବେେ ହେଁ ସଦାପ୍ରଭୁଙ୍କଠାରୁ ମାେ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମାେ ନିକଟକୁ ମନ୍ଦ ଖବର ଆଣିଛି। ସହେି ବ୍ଯକ୍ତିଙ୍କର ନାମ ହେଲା, ମୀଖାଯ। ସେ ୟିମ୍ନଙ୍କ ପୁତ୍ର ଅଟନ୍ତି। କିନ୍ତୁ ଯିହାଶାଫେଟ୍ କହିଲେ, ଜଣେ ରାଜା ସପରେି କହିବା ଉଚିତ୍ ନୁହେଁ।

ହିତୋପଦେଶ 13:19

ବାଞ୍ଛା ସିଦ୍ଧି ପ୍ରାଣକୁ ଆନନ୍ଦ ଦିଏ। ଏବଂ ମନ୍ଦ ତ୍ଯାଗ କରିବା ମୂର୍ଖ ଲୋକ ପାଇଁ ଘୃଣାର ବିଷଯ।

ଯିରିମିୟ 13:15

ତୁମ୍ଭମାନେେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି।

ଯିରିମିୟ 18:20

ଲୋକେ ମଙ୍ଗଳ ପରିଶାଧେର କ'ଣ ଅମଙ୍ଗଳ କରିବେ ? ତୁମ୍ଭେ ସ୍ମରଣ କର, ମୁଁ କିପରି ସମାନଙ୍କେର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖ ରେ ଛିଡ଼ା ହାଇେଥିଲି ଓ ସମାନଙ୍କେୁ ଦଣ୍ଡ ନ ଦବୋ ପାଇଁ କହିଥିଲି। ମାତ୍ର ସମାନେେ ମାରେ ବିନାଶ ନିମନ୍ତେ ଗର୍ତ୍ତ ଖାେଳି ଅଛନ୍ତି।

ଯିରିମିୟ 38:7

କିନ୍ତୁ ଯିରିମିୟ ଖଣା ରେ ପତିତ ହାଇେଥିବା କଥା ରାଜଗୃହସ୍ଥିତ ଏବଦମଲକେ ନାମକ ଜଣେ ନପୁସଂକ ଲୋକ ଶୁଣିଲା। ସହେି ସମୟରେ ରାଜା ସିଦିକିଯ ବିନ୍ଯାମୀନ ଫାଟକରେ ବସିଥିଲେ।

ଯିରିମିୟ 38:13

ସହେି ଲୋକମାନେ ରଜ୍ଜୁ ସାହାୟ୍ଯ ରେ ଟାଣି ଯିରିମିୟଙ୍କୁ କୂପରୁ ବାହାର କରି ଆଣିଲେ। ଆଉ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

ଯିରିମିୟ 40:14

ରୋହାନନ୍ ଓ ସହେି ଅଧିପତିଗଣ ଗଦଲିଯକୁ କହିଲେ, ଅମ୍ନୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନବୋପାଇଁ ନଥନିଯର ପୁତ୍ର ଇଶମାଯଲକେୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି ? ମାତ୍ର ଅହୀକାମର ପୁତ୍ର ଗଦଲିଯ ସମାନଙ୍କେ କଥା ରେ ବିଶ୍ବାସ କଲେ ନାହିଁ।

Interlinear

Choose Theme