Home Bibles ପ୍ରଥମ ଶାମୁୟେଲ 18:7 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 18:7 · ଓଡ଼ିଆ ବାଇବେଲ

ଆଉ ସହେି ସ୍ତ୍ରୀମାନେ ନୃତ୍ଯ କରୁକରୁ ଗାଇଲେ,

Cross references

ଯାତ୍ରା ପୁସ୍ତକ 15:21

ତା'ପରେ ମରିଯମ ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କର। ଯେ ହତେୁ ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଓ ଅଶ୍ବାରୋହୀ ସୈନ୍ଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଅଛନ୍ତି।

ପ୍ରଥମ ଶାମୁୟେଲ 21:11

ସହେିଦିନ ଦାଉଦ ଶାଉଲଙ୍କଠାରକ୍ସ୍ଟ ପଳାଯନ କଲେ। ଦାଉଦ ଗାଥର ରାଜା ଆଖୀଶଙ୍କ ନିକଟକକ୍ସ୍ଟ ପଳାଇଲେ।

ପ୍ରଥମ ଶାମୁୟେଲ 21:12

ଆଖୀଶଙ୍କର ଦାସମାନେ ଏହାକକ୍ସ୍ଟ ପସନ୍ଦ କଲେ ନାହିଁ। ସମାନେେ କହିଲେ, ଦାଉଦ ହେଉଛନ୍ତି ଇଶ୍ରାୟେଲ ଭୂଖଣ୍ତର ରାଜା। ଇଶ୍ରାୟେଲର ଲୋକମାନେ ତାଙ୍କ ବିଷଯ ରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷଯ ରେ ପରସ୍ପର ନାଚକରି କହିଥିଲେ,

ପ୍ରଥମ ଶାମୁୟେଲ 29:5

ଦାଉଦ ହେଉଛନ୍ତି ସହେି ଲୋକ ଯାହା ପାଇଁ ଇଶ୍ରାୟେଲୀୟ ଲୋକମାନେ ତାଙ୍କ ସମ୍ବନ୍ଧ ରେ ଗୀତୀଟିଏ ବୋଲନ୍ତି, ତାହା ହେଲା,

ଦିତୀୟ ଶାମୁୟେଲ 23:1

ଏଗକ୍ସ୍ଟଡିକ ଦାଉଦଙ୍କର ଶଷେ କଥା, ୟିଶୀର ପକ୍ସ୍ଟତ୍ର ଦାଉଦ କହନ୍ତି, ଏହି ବ୍ଯକ୍ତିକକ୍ସ୍ଟ ପରମେଶ୍ବର ମହାନ କରିଛନ୍ତି ଏବଂ ୟିଏକି ୟାକକ୍ସ୍ଟବଙ୍କର ପରମେଶ୍ବର ଅଭିଷିକ୍ତ ଏବଂ ୟିଏ ଇଶ୍ରାୟେଲର ସକ୍ସ୍ଟମଧକ୍ସ୍ଟର ଗାଯକ କହନ୍ତି,

ଗୀତସଂହିତା 24:7

ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।

Interlinear

Choose Theme