Home Bibles ହିତୋପଦେଶ 26:8 · ଓଡ଼ିଆ ବାଇବେଲ
ହିତୋପଦେଶ 26:8 · ଓଡ଼ିଆ ବାଇବେଲ

ପ୍ରସ୍ତରକୁ ବାଟୁଳି ରେ ବାନ୍ଧିବା ପାଇଁ ଚେଷ୍ଟା କରିବା ଯେପରି ବ୍ଯବହାର୍ୟ୍ଯହୀନ, ସହେିପରି ନିର୍ବୋଧକୁ ସମ୍ମାନ ଦବୋ ଅଟେ।

Cross references

ହିତୋପଦେଶ 19:10

ମୂର୍ଖ ଲୋକ କବେେ ହେଲେ ଧନୀ ହାଇପୋରିବ ନାହିଁ। ଯେପରି ଅଧିପତି ଉପ ରେ ଦାସର କତ୍ତୃର୍ତ୍ବ।

ହିତୋପଦେଶ 26:1

ଗ୍ରୀଷ୍ମକାଳ ରେ ହିମ ଓ ଫସଲ ସମୟରେ ବୃଷ୍ଟି ସହେିପରି ମୂର୍ଖକୁ ସମ୍ମାନ ଅନୁପୟୁକ୍ତ ଅଟେ।

ହିତୋପଦେଶ 30:22

ଦାସର ଭାର ଯେତବେେଳେ ସେ ରାଜତ୍ବ କରେ, ମୂର୍ଖର ଭାର ଯେତବେେଳେ ସେ ଆହାର ରେ ପରିତୃପ୍ତ।

Interlinear

Choose Theme