ମୂର୍ଖର କର୍ଣ୍ଣଗୋଚର ରେ କଥା କୁହ ନାହିଁ। ଯେ ହତେୁ ସେ ତୁମ୍ଭ ବାକ୍ଯର ବିଜ୍ଞତା ତୁଚ୍ଛ କରିବ।
Cross references
ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।
ଜଣେ ୟିଏ ଗୋଟିଏ ମନୁଷ୍ଯକୁ ଭତ୍ସନା କରେ, ୟିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ।
ନିନ୍ଦକକୁ ଅନୁ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁୟୋଗ କର, ତହିଁରେ ସେ ତୁମ୍ଭକୁ ପ୍ ରମେ କରିବ।
ମୂର୍ଖକୁ ତା'ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତବେେ ତୁମ୍ଭେ ମଧ୍ଯ ତାହାର ତୁଲ୍ଯ ହବେ।
ମାତ୍ର ୟିରୁଶାଲମର ଲୋକମାନେ ନୀରବ ରହିଲେ। ତାହାକୁ ପଦମାେତ୍ର ଉତ୍ତର କଲେ ନାହିଁ। କାରଣ ରାଜା ହିଜକିଯ ଉତ୍ତର ନ ଦବୋପାଇଁ ଆଦେଶ ଦଇେଥିଲେ।
'କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅନାହିଁ, କାରଣ ସମାନେେ ବୁଲି ପଡି ତୁମ୍ଭକୁ କାମୁଡି ପାରନ୍ତି। ଘୁଷୁରିମାନଙ୍କ ଆଗ ରେ ନିଜର ମାେତି ପକାଅ ନାହିଁ, କାରଣ ସମାନେେ ମାେତିକୁ ଗୋଡ ରେ ଦଳି ଦଇେ ଗ୍ଭଲିଯିବେ।
ଫାରୂଶୀମାନେ ଏହି ସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ।
ଯିହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରାହାମ ମରିଥିଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, 'ମାେ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।'
ଲୋକଟି ଉତ୍ତର ଦଲୋ, ଏହା ବଡ ଆଶ୍ଚର୍ୟ୍ଯ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣିନାହଁ। କିନ୍ତୁ ସେ ମାେ ଆଖି ଭଲ କରି ଦଇେଛନ୍ତି।
ଯୀଶୁଙ୍କ ପାଖ ରେ କେତକେ ଫାରୂଶୀ ଥିଲେ। ସମାନେେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସମାନେେ ପଚାରିଲେ, କ'ଣ? ତା ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ଯ ଅନ୍ଧ?
ସମାନଙ୍କେ ମଧ୍ଯରୁ ଅନକେ ଯିହୂଦୀ କହିଲେ, ଜଣେ ଭୂତ ତା ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦଇେଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।
ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।
ତେଣୁ କେତକେ ଏପିକୂରୀୟ ଓ ସ୍ତୋଯିକ ଦାର୍ଶନିକମାନେ ତାହାଙ୍କ ସହିତ ୟୁକ୍ତିତର୍କ କଲେ।
ଯେତବେେଳେ ସମାନେେ ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହାଇେଥିବା ବିଷୟ ରେ ଶୁଣିଲେ, ସମାନଙ୍କେ ଭିତରୁ କେତଜେଣ ତାହାଙ୍କୁ ଉପହାସ କଲେ। ଆଉ କେତକେ କହିଲେ, ଆମ୍ଭେ ପରେ ଏ ବିଷୟ ରେ ତୁମ୍ଭଠାରୁ ଶୁଣିବୁ।
ସମାନେେ ଶଷେ ରେ ନିଜ ନିଜ ଭିତ ରେ ତର୍କବିତର୍କ କରି ବିଦାୟ ନେଲେ। ସେତବେେଳେ ପାଉଲ ସମାନଙ୍କେୁ କହିଲେ, ପବିତ୍ର ଆତ୍ମା ଭାବବାଦୀ ୟିଶାୟଙ୍କ ଦ୍ବାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ଯ କଥା କହିଥିଲେ। ସେ କହିଲେ,
ପରମେଶ୍ବର ଆପଣା ଜ୍ଞାନ ରେ ଏହା ଚାହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳ ରେ ପରମେଶ୍ବରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଚାରକୁ ଜଗତ ମୂର୍ଖତା ବୋଲି କୁ ହେ, ସହେି ବାର୍ତ୍ତା ଯେଉଁମାନେ ବିଶ୍ବାସ କରୁଛନ୍ତି, ତଦ୍ଦ୍ବାରା ସମାନଙ୍କେୁ ଉଦ୍ଧାର କରିବାକୁ ଇଚ୍ଛାକଲେ।
ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହାଇେଛୁ। କିନ୍ତୁ ତୁମ୍ଭମାନେେ ନିଜକୁ ଖ୍ରୀଷ୍ଟଙ୍କଠା ରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭମାନେେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ।