ହିତୋପଦେଶ 23:27 · ଓଡ଼ିଆ ବାଇବେଲ
ବେଶ୍ଯା ହେଉଛି ଗଭୀର ଖାତ ତୁଲ୍ଯ। ଜଣେ ବ୍ଯଭିଚାରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ଯ ଅଟେ।
Cross references
ଆଦି ପୁସ୍ତକ 39:10
ସହେି ସ୍ତ୍ରୀ ଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶଯନ କରିବାପାଇଁ ସର୍ବଦା ମନା କରନ୍ତି।
ହିତୋପଦେଶ 9:15
ଯେତବେେଳେ ଲକମାନେେ ନିଜ ନିଜ ପଥରେ ସଳଖ କରିୟା'ନ୍ତି, ସହେି ପଥିକମାନଙ୍କୁ ଡ଼ାକି କ ହେ,
ହିତୋପଦେଶ 22:14
ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।