ହିତୋପଦେଶ 23:14 · ଓଡ଼ିଆ ବାଇବେଲ
ତୁମ୍ଭେ ତାକୁ ବାଡ଼ି ରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।
Cross references
ହିତୋପଦେଶ 22:15
ପିଲାର ମନ ରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:5
ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭମାନେେ ପ୍ରଭୁଯୀଶୁଙ୍କ ଶକ୍ତି ରେ ଏହି ଲୋକକୁ ଶୟତାନ ହସ୍ତ ରେ ସମର୍ପଣ କରିଦିଅ, ୟଦ୍ଦ୍ବାରା ତାର ପାପର ଶରୀର ନଷ୍ଟ ହାଇଯେିବ। ତା' ହେଲେ ତା'ର ଆତ୍ମା ପ୍ରଭୁଙ୍କ ଦିନ ରେ ରକ୍ଷା ପାଇ ପାରିବ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:32
ପ୍ରଭୁ ଯେତବେେଳେ ଆମ୍ଭର ବିଚାର କରନ୍ତି, ସେ ଠିକ୍ ବାଟ ଦଖାଇବୋ ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।