Home Bibles ହିତୋପଦେଶ 19:24 · ଓଡ଼ିଆ ବାଇବେଲ
ହିତୋପଦେଶ 19:24 · ଓଡ଼ିଆ ବାଇବେଲ

ଅଳସୁଆ ଆପଣା ଥାଳି ରେ ହାତ ବୁଡ଼ାଇଲେ ଆଉଥରେ ତା'ର ମୁହଁକୁ ନବୋକୁ ଇଚ୍ଛା କରେ ନାହିଁ।

Cross references

ଗୀତସଂହିତା 74:11

ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାୟ୍ଯ କରିବ ନାହିଁ ? ତୁମ୍ଭେ ଆପଣା ମହାଶକ୍ତିକୁ ବ୍ଯବହାର କରି ଶତ୍ରୁମାନଙ୍କୁ ପରାଜଯ କର।

ହିତୋପଦେଶ 6:9

ହେ ଅଳସୁଆ ଲୋକମାନେ, କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ସଠାେ ରେ ପଡ଼ି ରହିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ ?

ହିତୋପଦେଶ 12:27

ଅଳସୁଆ ମୃଗଯା ରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ଯମାନଙ୍କର ବହୁମୂଲ୍ଯ ସମ୍ପତ୍ତି ପରିଶ୍ରମର ପକ୍ଷ ରେ ରହେ।

ହିତୋପଦେଶ 15:19

ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ଗୋଟିଏ ସାଧୁ ଲୋକର ପଥ ଗୋଟିଏ ରାଜପଥ ପରି ଅଟେ।

ହିତୋପଦେଶ 19:15

ଆଳସ୍ଯ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।

ହିତୋପଦେଶ 21:25

ଅଳସୁଆର ବାଞ୍ଚିତ ବିଷଯ ତାହାର ମୃତ୍ଯୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ।

ହିତୋପଦେଶ 24:30

ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି।

ହିତୋପଦେଶ 26:13

ଅଳସୁଆ କ ହେ, ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।

ହିତୋପଦେଶ 26:15

ଅଳସୁଆ ଥାଳି ରେ ହାତ ବୁଡ଼ାଇ ଆଉଥରେ ତାହା ମୁଖକୁ ନବୋକୁ ଥକିୟାଏ।

ମାଥିଉଲିଖିତ ସୁସମାଚାର 26:23

ଯୀଶୁ ଉତ୍ତର ଦେଲେ, ଯେଉଁ ଲୋକ ମାେ ସାଙ୍ଗ ରେ ଗିନା ରେ ତାର ହାତ ବୁଡ଼ାଇଛି, ସେ ମାେ ସହିତ ବିଶ୍ବାସଘାତକତା କରିବ।

ମାର୍କଲିଖିତ ସୁସମାଚାର 14:20

ତା'ପରେ ଯୀଶୁ ସମାନଙ୍କେୁ କହିଲେ, ସହେି ଲୋକ ତୁମ୍ଭ ବାରଜଣଙ୍କ ମଧ୍ଯରୁ ଜଣେ, ଯକେି ମାେ' ସହିତ ବିଶ୍ବାସଘାତକତା କରିବ। ସେ ମାେ' ସଙ୍ଗେ ଗୋଟିଏ ଗିନା ରେ ରୋଟୀ ବୁଡାଉଛି।

Interlinear

Choose Theme