ତା'ପରେ ଯୀଶୁ ସମାନଙ୍କେୁ କହିଲେ, ସହେି ଲୋକ ତୁମ୍ଭ ବାରଜଣଙ୍କ ମଧ୍ଯରୁ ଜଣେ, ଯକେି ମାେ' ସହିତ ବିଶ୍ବାସଘାତକତା କରିବ। ସେ ମାେ' ସଙ୍ଗେ ଗୋଟିଏ ଗିନା ରେ ରୋଟୀ ବୁଡାଉଛି।
Cross references
ଯୀଶୁ ଉତ୍ତର ଦେଲେ, ଯେଉଁ ଲୋକ ମାେ ସାଙ୍ଗ ରେ ଗିନା ରେ ତାର ହାତ ବୁଡ଼ାଇଛି, ସେ ମାେ ସହିତ ବିଶ୍ବାସଘାତକତା କରିବ।
ଯୀଶୁ ଏହି କଥା କହୁଥିବା ସମୟରେ ୟିହୂଦା ସଠାେକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା। ୟିହୂଦା ଙ୍କ ସହିତ ମଧ୍ଯ ଅନକେ ଲୋକ ଥିଲେ। ୟିହୂଦା ଓ ସହେି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସମାନଙ୍କେୁ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ପଠାଇଥିଲେ।
ଯୀଶୁ ଏହି କଥା କହୁଥିବା ସମୟରେ ଯିହୁଦା ଆସି ସଠାେରେ ପହଞ୍ଚିଲା। ସେ ବାରଜଣ ପ୍ ରରେିତଙ୍କ ମଧିଅରେ ଜଣେ ଥିଲା। ତା ସାଙ୍ଗ ରେ ଆନକେ ଲୋକ ଥିଲେ। ସହେି ଲୋକମାନଙ୍କୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ୟିହୁଦୀ ନେତାମାନେ ପଠାଇଥିଲେ। ୟିହୂଦା ଓ ସହେି ଲୋକମାନେ ହାତ ରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।
ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସଠାେକୁ ଆସିଲେ। ବାରଜଣ ପ୍ ରରେିତଙ୍କ ମଧ୍ଯରୁ ଜଣେ ପ୍ ରରେିତ ସହେି ଲୋକମାନଙ୍କ ଦଳର ନତେୃତ୍ବ ନଇେଥିଲା। ସେ ଥିଲା ୟିହୂଦା। ଯୀଶୁଙ୍କୁ ଚୁମ୍ବନ ଦବୋ ପାଇଁ ୟିହୂଦା ଯୀଶୁଙ୍କ ପାଖକୁ ଆସିଲା।
ଯୀଶୁ ଶିମାନେ ଈଷ୍କରିଯୋଥର ପୁତ୍ର ୟିହୂଦାକୁ ଲକ୍ଷ୍ଯ କରି ଏହା କହିଥିଲେ। ସେ ବାର ଜଣଙ୍କ ମଧ୍ଯରୁ ଜଣେ ଥିଲା। ପରେ ସହେି ୟିହୂଦା ତାହାଙ୍କ ବିରୁଦ୍ଧ ରେ ବିଶ୍ବାସଘାତକତା କରିଥିଲା।
ଯୀଶୁ ଉତ୍ତର ଦେଲେ, ମୁଁ ଏହି ରୋଟୀ ଖଣ୍ଡିକ ପାତ୍ର ରେ ବୁଡଇେ ଯାହାକୁ ଦବେି, ସହେି ଲୋକ ମାେ ବିରୁଦ୍ଧ ରେ ୟିବ। ତେଣୁ ଯୀଶୁ ଖଣ୍ଡେ ରୋଟୀ ନଇେ ପାତ୍ର ରେ ବୁଡାଇଲେ ଓ ଶିମାନଙ୍କେ ପୁତ୍ର ଈଷ୍କରିଯୋଥ ୟିହୂଦାକୁ ଦେଲେ।