ଆଜ୍ଞା ପାଳନକାରୀ ଆପଣା ପ୍ରାଣ ରକ୍ଷା କରେ। ମାତ୍ର ଆପଣା ପଥ ବିଷଯ ରେ ଯେ ଅସାବଧାନ ହୁଏ, ସେ ମରିବ।
Cross references
ଜଣେ ନିର୍ବୋଧ ଲୋକର ରାଗ ହିଁ ତାକୁ ହତ୍ଯା କରେ ଓ କୋରଧ ନୀରିହ ଲୋକକୁ ବଧ କରେ।
ଯେଉଁମାନେ ତାଙ୍କର ନିଯମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଚାଲନ୍ତି, ସହେିମାନଙ୍କ ପ୍ରତି ପରମେଶ୍ବର ଉତ୍ତମ।
ହେ ମାରେ ପୁତ୍ର, ମାରେଶିକ୍ଷା ପାଶୋର ନାହିଁ। ମାରେ ଆଜ୍ଞାମାନ ମନେପକାଅ।
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହବେ।
ଯେଉଁ ଲୋକ ଶାସନ ଅଗ୍ରାହ୍ଯ କରେ, ସେ ଆପଣା ପ୍ରାଣ କାଳକୁ ହ୍ରାସ କରେ। ମାତ୍ର ଅନୁ ଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।
ଧାର୍ମିକ ଲୋକମାନଙ୍କର ଚଳଣି ଅଧର୍ମର ବହୁତ ଦୂର ରେ। ଯେଉଁ ଲୋକ ଆପଣା ପଥ ଜଗି ଚାଲେ, ସେ ଆପଣା ପ୍ରାଣ ରକ୍ଷା କରେ।
ଯେ ଜ୍ଞାନ ପଥ ଛାଡ଼ି ଭ୍ରମଣ କରେ, ସେ ମୃତ୍ଯୁ ଲୋକ ମଧିଅରେ ଶଷେ ହବେ।
ଯେ ଆପଣା ମୁଖ ଓ ଜିହ୍ବା ରକ୍ଷା କରେ ସେ କ୍ଲେଶରୁ ଆପଣା ପ୍ରାଣକୁ ରକ୍ଷା କରେ।
କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସମାନଙ୍କେଠାରୁ ଦୂର ରେ ରହିବ।
ଯଦି ଏକ ଜାତି ପରମେଶ୍ବରଙ୍କର ପ୍ରକାଶିତବାକ୍ଯ ଦ୍ବାରା ନ ଚାଲେ, ଲୋକମାନେ ବିଶୃଙ୍ଖଳିତ ହୁଅନ୍ତି। କିନ୍ତୁ ଯେଉଁ ଲୋକ ପରମେଶ୍ବରଙ୍କର ନିଯମ ମାନି ଚଳେ, ସେ ଆଶୀର୍ବାଦ ପାଏ।
ଯେଉଁ ବ୍ଯକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ'ଣ ଠିକ୍ ତା'ର ଉପାଯ ଜାଣେ।
ସାରକଥା ଏହି, ଆମ୍ଭମାନେେ ସବୁ ଶୁଣିଛୁ। ପରମେଶ୍ବରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ଯର ପୂର୍ଣ୍ଣ କର୍ତ୍ତବ୍ଯ ଅଟେ।
କବଳେ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, 'ତୁମ୍ଭମାନେେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ବର ହବୋ ଓ ତୁମ୍ଭମାନେେ ଆମ୍ଭର ଲୋକ ହବେ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭମାନେେ ସହେି ପଥରେ ଚାଲିଲେ ତୁମ୍ଭମାନଙ୍କର ମଙ୍ଗଳ ହବେ।'