ଏହା ନିତାନ୍ତ ଖୁସିର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥି ରେ ସନ୍ତୁଷ୍ଟ ହବୋ ଭଲ। ଏହା ମଧ୍ଯ ଅସାର ଅଟେ। ଏହା ବାଯୁକୁ ଧରିବା ତୁଲ୍ଯ ହବେ।
Cross references
ମୁଁ ଯଦି ଠିକ୍ ବାଟରୁ ଆଡ଼ଇେ ୟାଏ, ଯଦି ମାରେଆଖି ହୃଦଯକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ, ଯଦି ମାରେ ହାତ ପାପରେ ମଳିନ ହୁଏ। ତବେେ ପରମେଶ୍ବର ଜାଣିବେ।
କେତକେ ଲୋକ ଅଛନ୍ତି ସମାନେେ ସବୁ ନବୋକୁ ଚାହାଁନ୍ତି। ସମାନେେ ସର୍ବଦା କହନ୍ତି, ମାେତେ ଦିଅ, ମାେତେ ଦିଅ। ଏପରି ତିନୋଟି କଥା ରେ ସମାନେେ ଆଦୌ ସନ୍ତୁଷ୍ଟ ନୁହଁନ୍ତି। ଏବଂ ଚତୁର୍ଥଟି କବେେ ହେଲେ କ ହେ ନାହିଁ, ମାରେ ପାଖ ରେ ୟଥେଷ୍ଟ ଅଛି।
ସମସ୍ତ ମୂଲ୍ଯହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ଯହୀନ, ସମସ୍ତ ମୂଲ୍ଯହୀନ ଅଟେ।
ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।
ତା'ପ ରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷଯ ରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନଲେି। ଏବଂ ଏହାହିଁ ପବନର ପଶ୍ଚାତ୍ଧାବନ ବୋଲି ମୁଁ ଜାଣିଲି।
ତହୁଁ ମାହେର ହସ୍ତ ଯେଉଁ ସମସ୍ତ କାର୍ୟ୍ଯ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତଳେ କୌଣସି ଲାଭ ନ ଥିଲା।
ସୂର୍ୟ୍ଯ ତଳେ ଜଣେ ମନୁଷ୍ଯ ପରିଶ୍ରମ କରି ଓ ହୃଦଯକୁ ଦୁଃଖ ଦଇେ କ'ଣ ପାଏ ?
ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନେେ ଖୁସି ରହିବା ଓ ସମାନେେ ନିଜକୁ ଉପ ଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ।
ଏହାପ ରେ ମୁଁ ଭାବିଲି, କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି। ମୁଁ ଦେଖିଲି ଲୋକମାନେ ଜୀବନ ରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସମାନେେ କବେେ ଚାହାଁନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ଯ ଅଟେ।
ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ଯକ୍ତି ଏହା କରିପାରିବ। ଏହି ପୃଥିବୀ ରେ ତା'ର ଅଳ୍ପ ଜୀବନ କାଳ ମଧିଅରେ ଜଣେ ବ୍ଯକ୍ତି ଯାହା କାର୍ୟ୍ଯ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ବର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦଇେଛନ୍ତି ଏବଂ ତାହାହିଁ ତା'ର ସବୁକିଛି।
ପରମେଶ୍ବର କେତକଙ୍କେୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସହେି ବ୍ଯକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ବର ସହେି ବ୍ଯକ୍ତିକୁ ଏସବୁ ଉପ ଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳ ରେ ଅନ୍ୟ ଜଣେ ଏହା ଉପ ଭୋଗ କଲେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ଯାଧି ସ୍ବରୂପ ଅଟେ।
ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।
ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ୟୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛଦନେ କରିଛୁଁ। ଆଉ ତୁମ୍ଭେ କହିଛ, 'ଆମ୍ଭେ ତୁମ୍ଭର ଦାସତ୍ବ କର୍ମ କରିବୁ ନାହିଁ।' ପ୍ରକୃତ ରେ ତୁମ୍ଭେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ଯଭିଚାର କରି ଚାଲିଛ।